ଆଠଗଡରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

0

( ଆଠଗଡ): ତେଜିଲା ମଦ ବିରୋଧୀ ଆନ୍ଦୋଳନ । କଟକ ଆଠଗଡ କଖଡି ଗ୍ରାମପଞ୍ଚାୟରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି । ଗ୍ରାମପଞ୍ଚାୟତରୁ ବିଦେଶୀ ମଦ ଦୋକାନ ହଟାଇବାକୁ ଏହି ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଓଡିଶା ନିଶାମୁକ୍ତି ଅଭିଯାନର ସଂଯୋଜିକା ଅପୂର୍ଣ୍ଣା ସାମିଲ ହୋଇଛନ୍ତି ।