ବିଧାୟକ ଓ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

0

( ସୁନୀଲ କୁମାର ମହାନ୍ତି) : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ ଡାକ୍ତରଖାନାର ନୂତନ ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସିଥିବାବେଳେ ଆଠମଲ୍ଲିକ ବିଧାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଠମଲ୍ଲିକ ବିଜେପି ଯୁବମୋର୍ଚ୍ଚା ବିରୋଧ କରିବା ସହ ଠାକୁରଗଡ ଥାନା ସମ୍ମୁଖରେ କଳା ପତାକା ପ୍ରଦର୍ଶନ କରାଯାଇଛି । ଆଠମଲ୍ଲ୍ିକ ଡାକ୍ତରଖାନା ଓ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ ଆଠମଲ୍ଲ୍ିକ ତରଫରୁ ବିରୋଧ କରାଯାଇଥିଲା । ଆଠମଲ୍ଲିକ ବିଜେପି ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ୬ଜଣ କର୍ମୀଙ୍କୁ ଠାକୁରଗଡ ଥାନାରେ ଅଟକ ରଖିଛି ପୋଲିସ ।