ରେଡ କରିବାରୁ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

0

ପରଜଙ୍ଗ : ପରଜଙ୍ଗ ତହସିଲଦାର ଓ ପରଜଙ୍ଗ ଆରଆଇଙ୍କୁ ମରମ ମାଫିଆଙ୍କ ମରଣାତ୍ମକ ଆକ୍ରମଣ। ପଥରଖମ୍ବ ଗ୍ରାମନିକଟରେ ଏକ ସରକାରି ଜମିରୁ ମରମ ଖୋଳା ହେଉଥିବା ବେଳ ତହସିଲଦାର ରେଡ କରିବା ପାଇଁ ଯାଇଥିବାଳବେଳେ ୭ ରୁ ୮ ଜଣ ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରି ଫେରାର। ଗୁରୁତର ଅବସ୍ଥାରେ ତହସିଲଦାର କାମାକ୍ଷାନଗର ମେଡିକାଲରେ ଭର୍ତି। ପରଜଙ୍ଗ ଆରଆଇ ଆଲୋକ ଲେଙ୍କା ଓ ତହସିଲର କନିଷ୍ଠ କିରାଣୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଅଭିଯୁକ୍ତ ।