ଓଡିଶାଯୁବକଙ୍କର ସନ୍ଦେହଜନକ ମୃତ୍ୟୁ , ବାଲିଘାଇ ରାସ୍ତା ଅବରୋଧReportAugust 20, 2018 by ReportAugust 20, 20180189 ( ଜୟନ୍ତ କୁମାର ସେଠୀ) : ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଦେହ ଉଦ୍ଧାର । ଗତକାଲି ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ନିରଞ୍ଜନ ବେହେରା ଭୋଜି ଖାଇବାକୁ
ଓଡିଶାରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ମାଓ ପୋଷ୍ଟରReportAugust 20, 2018 by ReportAugust 20, 2018076 ( ମନୋଜ କୁମାର ସାହୁ) : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତ୍ରିଲୋଚନପୁର ଗ୍ରାମର ଏକ ବରଗଛରେ ସିପିଆଇ ମାଓବାଦୀ ବାଶଧାରା ଘୁମୁସୁର ନାଗାବଳୀ ଡିଭିଜନ ପକ୍ଷର ପୋଷ୍ଟର ମାଧ୍ୟମରେ ନିୟମଗିରି ଦଲାଲଙ୍କୁ
ଓଡିଶାଜଳବନ୍ଦୀ ଘେରରେ ୩୦ ପରିବାରReportAugust 20, 2018 by ReportAugust 20, 20180168 ( ସର୍ବେଶ୍ୱର ପାତ୍ର) : ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଦଳିତ ବସ୍ତିର ୩୦ ପରିବାର ଜଳବନ୍ଦୀ ଘେରରେ । ଲଗାଣ ବର୍ଷା ଯୋଗୁଁ ଘରରେ ପାଣି ପଶିଯିବାରୁ ଘର ଭାଙ୍ଗିଯାଇଛି ।
ଓଡିଶାଆଇନ ସଚେତନା ଶିବିର ଅନୁଷ୍ଠିତReportAugust 20, 2018 by ReportAugust 20, 2018095 ( ତାରାକାନ୍ତ ନାୟକ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୋଠପଦା ରଘୁନାଥଜୀଉ ନୋଡାଲ ବିଦ୍ୟାଳୟ ପରିସରରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ୍ ସେବା କମିଟି ଓ
ଓଡିଶାବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁନି ପୌର କତୃପକ୍ଷReportAugust 20, 2018 by ReportAugust 20, 2018085 ( ମିନିଲ କୁମାର ମହାରଣା ) : ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ମୁଖ୍ୟ ରାସ୍ତା ଏବେ ପାଣି ଘେରରେ, ଫଳରେ ସ୍ଥାନୀୟ ବାସିନ୍ଦା ତଥା ସ୍କୁଲ
ଓଡିଶାଭୌତିକ କାଣ୍ଡକୁ ନେଇ ଗ୍ରାମରେ ସମସ୍ତେ ଭୟଭିତReportAugust 20, 2018 by ReportAugust 20, 2018089 ( ପ୍ରଶାନ୍ତ ସ୍ୱାଇଁ) : ମାତିଛି ପ୍ରେତାତ୍ମା ଗାଁ ହେଲା ଝିଅ ଶୁନ୍ୟ । ସଂଧ୍ୟା ହେଲେ ଘରୁ ବାହାରିବାକୁ ଲୋକେ ଭୟଭିତ । କାରଣ ଗାଁରେ ମାତିଛି ଭୌତିକ କାଣ୍ଡ ୧୦ରୁ ଅଧିକ
ଓଡିଶା ଭାରତକେରଳର ସରସ ମେଳାକୁ ଯାଇ ଫସିଛନ୍ତ ଓଡିଶାର ୧୧ଟି ଗ୍ରୁପReportAugust 20, 2018 by ReportAugust 20, 2018087 ( ଓଡିଶା) : କେରଳରେ ହୋଇଥିବା ପ୍ରଳୟଙ୍କାରି ବନ୍ୟାରେ ଫସି ରହିଛନ୍ତି ପଞ୍ଚାୟତିରାଜ ବିଭାଗର ଓରମାସ ମେଳାକୁୁ ଯାଇଥିବା ୧୧ଟି ଗ୍ରୁପ । ଗତ ୧୪ ତାରିଖରୁ ଏହି ମେଳାରେ ଭାଗ ନେବା ପାଇଁ ନୟାଗଡ
ଭାରତକେରଳରେ ଫସିଥିବା ଓଡିଆ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ବ୍ୟବସ୍ଥାReportAugust 20, 2018 by ReportAugust 20, 20180111 (ଓଡିଶା) : କେରଳରେ ହୋଇଥିବା ପ୍ରଳୟଙ୍କରି ବନ୍ୟାରେ ଫସିରହିଥିବା ଓଡିଆ ଲୋକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କର ଶ୍ରମ ବିଭାଗ ତତ୍ପରତା ଦେଖାଦେଇଛି । କେରଳରେ ଓଡିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହ
ଓଡିଶାସ୍ମାର୍ଟ ସିଟିରେ ବଢିବାରେ ଲାଗିଛି କିନ୍ନରଙ୍କ ଦାଦାଗିରିReportAugust 20, 2018June 13, 2019 by ReportAugust 20, 2018June 13, 20190242 (ଭୂବନେଶ୍ୱର) : ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କିନ୍ନରଙ୍କ ଦାଦାଗିରି । ଗତକାଲି ଖଣ୍ଡଗିରି ଛକରେ ଜଣେ ଯୁବକଙ୍କ ଠାରୁ କିଛି କିନ୍ନର ଲୁଟ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।
ଓଡିଶାଆଠଗଡରେ ତେଜିଲା ମଦ ବିରୋଧୀ ଆନ୍ଦୋଳନReportAugust 20, 2018 by ReportAugust 20, 2018059 ( ଆଠଗଡ): ତେଜିଲା ମଦ ବିରୋଧୀ ଆନ୍ଦୋଳନ । କଟକ ଆଠଗଡ କଖଡି ଗ୍ରାମପଞ୍ଚାୟରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି । ଗ୍ରାମପଞ୍ଚାୟତରୁ ବିଦେଶୀ ମଦ ଦୋକାନ ହଟାଇବାକୁ ଏହି ଆନ୍ଦୋଳନ କରାଯାଇଛି ।