ବେଦ ପ୍ରଚାର ସମିତି ତରଫରୁ ଏକ ପ୍ରବଚନ ବୈଠକ

( ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରାବଣୀ ଉପକ୍ରମ ଉପଲକ୍ଷେ ବେଦ ପ୍ରଚାର ତରଫରୁ ପ୍ରବଚନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରବଚନ ବୈଠକରେ ଓଡିଶାରୁ ଆସିଥିବା ମୁଖ୍ୟ ଅତିଥି ଭାବରେ ଶୃତିନ୍ୟାଶ ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ । ‘…
Read More...

ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

( ଜଗନ୍ନାଥ ଅଗ୍ରୱାଲ) : ବଅଁରପାଳ ଥାନା ଅନ୍ତର୍ଗତ ଯୋରାଗାଡିଆଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ବାଇକଆରୋହୀଙ୍କ ମୃତ୍ୟୁ ହୋଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ଅନୁଗୋଳ…
Read More...

ନୂଆ ପଦକ୍ଷେପ, ଆଜି ଠାରୁ ଅଫିସ ରେ ପ୍ଲାଷ୍ଟିକ ମନା

( ସୌମ୍ୟ ରଞ୍ଜନ ସେଠୀ) : ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ କାର୍ୟ୍ୟାଳୟ ସମେତ ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ ।…
Read More...

ପୁଣି ଛୋଟ ପରଦାକୁ ଫେରିବେ: ସୁଶାନ୍ତ ଓ ଅଙ୍କିତା

(ମମତା ସାମଲ) : ପୁଣି ଛୋଟ ପରଦାରେ ନଜର ଆସିବେ ଏହି ଲୋକପ୍ରିୟ ଯୋଡି । ‘ ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ପପୁଲାର ହୋଇଥିବା ସୁଶାନ୍ତ ସିଂହ ଓ ଅଙ୍କିତା ଲୋଖଣ୍ଡୋ । ‘ପବିତ୍ର ରିସ୍ତା’ ଧାରାବାହିକ ସୁଟିଂ ସେଟ୍ ରୁ ହିଁ ଏମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏମାନେ ଏକାଠି…
Read More...

ଭାଙ୍ଗିଲା ଜେଲ ପାଚେରୀ, ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ

(ସୌମ୍ୟ ରଜଂନ ସେଠୀ) : ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ସବ ଜେଲ ପାଚେରୀ ଭୁଶୁଡ଼ି ପଡିଛି। ଏହି ଉପକାରଗାରଟି ୧୯୧୨ ମସିହା ରେ ସ୍ଥାପିତ ହୋଇଥିଲା । ଶୁକ୍ରବାର ରାତି ସାରା ଲଗାଣ ବର୍ଷା ଲାଗି ରହିଥିବାରୁ ୧୦୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ପାଚେରୀ ଭୁଶୁଡି ଥିବା ଜଣାପଡିଛି। ବିଳମ୍ବିତ…
Read More...

ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଜିଠାରୁ ଆରମ୍ଭ

(ସୌମ୍ୟ ରଞ୍ଜନ ସେଠୀ) : ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଜିଠାରୁ(ଶନିବାର) ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଉଦ୍‌ଘାଟନ କରିବେ । ଏନେଇ ଏକ ବିରାଟ ସଭାର ଆୟୋଜନ କରାଯାଇଛି । ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି)…
Read More...

୫ ଦିନ ପୁଣି ବର୍ଷିବ ବର୍ଷା

(ସୌମ୍ୟ ରଞ୍ଜନ ସେଠୀ): ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳତ୍ତର ବର୍ଷା ହେବ । ଏହା ସହ ପ୍ରବଳ ଘଡଘଡି ସହ ଝଡ ତୋଫାନ୍‌ ହେବାର ମଧ୍ୟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଗଞ୍ଜାମ, ବାଲେଶ୍ୱର,…
Read More...

ଜୈନ ମୁନି ତରୁଣ ସାଗରଙ୍କ ବିୟୋଗ

(ମମତା ସାମଲ) : ଜୈନମୁନି ତରୁଣ ସାଗରଙ୍କ ଦେହାନ୍ତ ହୋଇଛି । ତାଙ୍କୁ ମୃତ୍ୟୁବେଳେକୁ ୫୧ ବର୍ଷ ହୋଇଥିଲା । ସେ ଆଜି ୩.୧୮ ମିନିଟରେ ଦିଲ୍ଲୀର ଶାହଦାର ସ୍ଥିତ କୃଷ୍ଣନଗରରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଦଣ୍ଡିସ୍ ରୋଗରେ ପୀଡିତ ହୋଇ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…
Read More...

ଅକ୍ଲାନ୍ତ ପରିଶ୍ରମର ଫଳ ପାଇଛି : ଦୂତି

( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଭାରତକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇଥିବା ଦୂତି ଚାନ୍ଦ ଫେରିଛନ୍ତି ଓଡିଶା । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୌଡରାଣୀ ଦୂତି ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛିା ବିମାନବନ୍ଦରରୁ ସିଧାସଳଖ ସଚିବାଳୟରେ ପହଞ୍ଚି…
Read More...

ଭୋଟର ତାଲିକା ସଂଶୋଧନ ସମ୍ପର୍କୀତ ବୈଠକ

( ଓମ୍ ପ୍ରକାଶ ମିଶ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଭୋଟର ତାଲିକା ସଂଶୋଧନ ସମ୍ପର୍କୀତ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ସୂଚୀ…
Read More...