ଏସଟିଏଫ କାର୍ଯ୍ୟାଳୟରେ ହାଜର ହେଲେ ଆଇଓସିଏଲ କର୍ମଚାରୀ

( ଆଦର୍ଶ ରାଉତ) : ଆଜି ଏସଟିଏଫରେ ସମସ୍ତ କାଗଜପତ୍ର ଧରି ହାଜର ହେଲେ ୫ ଜଣ ଆଇଓସିଏଲ ଅଧିକାରୀ । ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲାରେ ହାଜିରା ଦେଇଛନ୍ତି । ଏନେଇ ଗଣମାଧ୍ୟମ ଆଗରେ ଆଇଓସିଏଲର ଏକଜୁଟିଭ ଡାଇରେକ୍ଟର ପିସି ଚୋବେ କହିଛନ୍ତି, ପାରଦୀପ, ରାଞ୍ଚି, ରାୟପୁରରେ…
Read More...

ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଟେଷ୍ଟ

( ମମତା ସାମଲ): ଆଜିଠାରୁ ଭାରତ- ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । କ୍ରିକେଟ ପ୍ରେମୀଙ୍କ ନଜର ଏହି ମ୍ୟାଚ ଉପରେ । ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ଦଳ । ଇଂଲଣ୍ଡ ୫ ନମ୍ବର ସ୍ଥାନରେ ରହିଥିଲେ ମଧ୍ୟ ଘରୋଇମାଟିରେ ଇଂଲଣ୍ଡ ପାଇଁ ଏହି ମାନ୍ୟତାର କୌଣସି ମୂଲ୍ୟ ନାହିଁ…
Read More...

କଂଗ୍ରେସ ନେତାଙ୍କ ଘରୁୁ ଚୋରି

(ରିପୋଟର୍ସ ଟୁଡେ) : କଂଗ୍ରେସ ନେତା ଅରବିନ୍ଦ ଗୁପ୍ତାଙ୍କ ଘରୁୁ ଏକ କୋଟି ଟଙ୍କା ଚୋରିର ମାମଲା ସାମ୍ନାକୁୁ ଆସିଛି । ଆଶ୍ଚର୍ଯ୍ୟର ଘଟଣା କି କଂଗ୍ରେସ ନେତାଙ୍କ ଘରୁୁ ଦିନ ଦ୍ୱିପହରେ ଏକ କୋଟି ଚୋରି ହୋଇଛି । ସିଟି କୋତୱାଲିର ଦଲୱି ନଗରରେ ହୋଇଥିବା ଏହି ଚୋରିରେ ୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା…
Read More...

 ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

(ମମତା ସାମଲ ): ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ । ଆଜି ଅନୁଗୋଳ ଗସ୍ତରେ ଶକ୍ତିମନ୍ତ୍ରୀ ଯାଇଥିବାବେଳେ ମନ୍ତ୍ରୀଙ୍କୁ ନାଲକୋ ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ବିରୋଧ କରିଥିଲେ । ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ…
Read More...

ରାତାରାତି ଷ୍ଟାର ପାଲଟିଲେ ଫାତିମା ଓ ସନାୟା

( ମମତା ସାମଲ) : ଅମୀର ଖାନଙ୍କ ସୁପରହିଟ ଫିଲ୍ମ ‘ ଦଙ୍ଗଲ’ ବସ୍କ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମରେ ଗୀତା ଓ ବବିତା ଚରିତ୍ରରେ ଅଭିନୟ କରିଥିବା ଫାତିମା ସନା ଶେଖ ଓ ସନାୟା ମଲହୋତ୍ରା ରାତିରାତି ଷ୍ଟାର ପାଲଟି ଯାଇଥିଲେ । ଦୁହିଁଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନକୁ ବେଶ…
Read More...

ଅନ୍ୟତ୍ର ଥଇଥାନ ଦାବିରେ ରେଳ ରୋକ

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲାର ଗାଡ଼ରଖାଇ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ ଦାବିରେ ରେଳ ରୋକ । ଅନୁଗୋଳ ନାଲକୋ ଥାନା ନାଲକୋ ଦ୍ଵାରା ପ୍ରଦୂଷଣ ଓ ଆଲୁମିନିୟମ ପାର୍କ ର ୨ ପଟେ ପାଚେରୀ ରହୁଥିବାରୁ ହଇରାଣ ହେଉଛନ୍ତି ଗାଡ଼ରଖାଇ ଗ୍ରାମବାସୀ । ଏନେଇ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି, ସାଧାରଣ ଦର୍ଶନ ବନ୍ଦ

( ମମତା ସାମଲ) : ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବିକ , ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୪ଟାରୁ ରାତି…
Read More...

ବିଦ୍ୟାଳୟରେ ତାଲା

( ଜଗନ୍ନାଥ ଅଗ୍ରୱାଲ) : ବିଦ୍ୟାଳୟରେ ପଡିଲା ତାଲା । ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ଥିବା ବଢଡଙ୍ଗିଆଣି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୭ଜଣ ଛାତ୍ରଛାତ୍ରୀ ଥିବାବେଳେ…
Read More...

ସୋସିଆଲ ନେଟୱାର୍କ ସଚେତନା କର୍ମଶାଳା ଅନୁଷ୍ଠିତ

(ମନୋଜ କୁମାର ଦାସ) : ଗଞ୍ଜାମ ଜିଲ୍ଲା ସୋରଡା କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟଠାରେ ଆମ ପୋଲିସ ସମିତି ଓ ସ୍ୱୟଂସିଧା ତରଫରୁ ବନ ମହୋତ୍ସବ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ସୋରଡା ବନପାଳ, ସମସ୍ତ…
Read More...

ପ୍ରକାଶ ପାଇଲା ନିର୍ବାଚନ ଫଳାଫଳ

( ମନିଲ କୁମାର ମହାରଣା) : ଗତକାଲି ପ୍ରକାଶ ପାଇଥିଲା ତାଳଚେର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ । ସଭାପତି ଭାବେ ଦୟାସାଗର ମିଶ୍ର ବିଜୟ ଲାଭ କରିଛନ୍ତି । ସେହିପରି ଉପସଭାପତି ଭାବେ ଶୈଳେନ୍ଦ୍ର ସିଂ, ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।…
Read More...