ଆଇସିଡିଏସର ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମ

ଆଇସିଡିଏସର ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମ ।ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ତରଭା ସିଡିପିଓ ସବିତା ଦୋରାଙ୍କ ପ୍ରତ୍ୟକ୍ଷ ତତ୍ଵବାଧାନରେ ସରଗଜ

0

(ସୋନପୁର / ଓମ ପ୍ରକାଶ ମିଶ୍ର) : ଆଇସିଡିଏସର ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମ ।ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ତରଭା ସିଡିପିଓ ସବିତା ଦୋରାଙ୍କ ପ୍ରତ୍ୟକ୍ଷ ତତ୍ଵବାଧାନରେ ସରଗଜ,ଶିବତୁଲା ଓ ନାଧରା ଗ୍ରାମରେ ବାଲ୍ୟବିବାହ ନିଷେଧ ଆଇନ କମିଟି ଗଠନ ହୋଇଯାଇଛି। ସମଗ୍ର ବ୍ଳକର ବିଭିନ୍ନ ଗ୍ରାମ ଓ ୱାଡ ସ୍ତରରେ ଆଶା ଅଙ୍ଗନବାଡି ସୁପରଭାଇଜର ସମସ୍ତଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ଜାରିରହିଛି ।

ସୂଚନାନୁଯାୟୀ , ସମଗ୍ର ବ୍ଳକର ବିଭିନ୍ନ ଗ୍ରାମ ଓ ୱାଡ ସ୍ତରରେ ଆଶା ଅଙ୍ଗନବାଡି ସୁପରଭାଇଜର ସମସ୍ତଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ଜାରିରହିଛି ।