ଘୋଷଣା ହେଲା ଆଗାମୀ ଆଇପିଏଲ୍‌-୧୫ର କ୍ରିଡାସୂଚୀ

ଘୋଷଣା ହେଲା ଆଗାମୀ ଆଇପିଏଲ୍‌-୧୫ର କ୍ରୀଡ଼ାସୂଜୀ ।

0

(ମୁମ୍ବାଇ) : ଘୋଷଣା ହେଲା ଆଗାମୀ ଆଇପିଏଲ୍‌-୧୫ର କ୍ରିଡାସୂଚୀ । ଆସନ୍ତା ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗତ ବର୍ଷର ରନର୍ସ ଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ । ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।

 

ସୂଚନାନୁଯାୟୀ , ପୂର୍ବ ଭଳି ଏଥର ମଧ୍ୟ ପ୍ରତ୍ୟେ ଦଳ ୧୪ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ । ମୋଟ୍‌ ୧୦ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଗ୍ରୁପ୍‌ ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ସ୍ଥାନ ପାଇଛନ୍ତି ।