ବିଦ୍ୟାଳୟ ପରିଦର୍ଶନ କଲେ ବି.ଡ଼ି.ଓ

0

ସୋନପୁର(ଓମପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମର କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟ ବୁଲି ପରିଦର୍ଶନ କରିଥିଲେ ବୀରମହାରାଜପୁର ବ୍ଳକ ବି.ଡ଼ି.ଓ ମୋତିଲାଲ ସୁଲିଆ । ବିଦ୍ୟାଳୟ ପରିସର ବୁଲି ପରିଦର୍ଶନ କରିବା ସହିତ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ଓ ପାଠପଢାର ତର୍ଜମା କରିଥିଲେ ବିଡିଓ । ଏଥିସହ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଥିଲେ ।