ଭୁବନେଶ୍ୱର ହାଟ ସ୍ଥାନାନ୍ତର

0

ଭୁବନେଶ୍ୱର: ଦିନକୁ ଦିନ କରୋନା ବଢ଼ୁଥିବାରୁ ବିଏମସି ନୂଆ ନିଷ୍ପତ୍ତି ନେଇଛି । ହାଟ ମାନଙ୍କରେ ଭିଡ ଜମୁଥିବାରୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲା ବିଏମସି । ଲିଙ୍ଗରାଜ ହାଟ ବିଏମ୍ସି କମ୍ପେ୍ଲସକୁ ଉଠିବ । ୟୁନିଟ ୧ର ହାଟ ୟୁନିଟ ୧ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର ଚରାଯାଇଛି ।