ଆସନ୍ତାକାଲି ବୀରମହାରାଜ ପୁର ରେ ବିଜୁ ଜନତା ଦଳର ମହିଳା ସମାବେଶ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ଆସନ୍ତା କାଲି ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଆସନ୍ତାକାଲିସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ରେ ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳସ୍ତରୀୟ ମହିଳା କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାବେଶ ଅନୁଷ୍ଠିତ ହେବାକୁ ନେଇ ବିନିକା ବ୍ଳକ ବିଜେଡି ନଗର ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି ।