ଚାଷ ଜମିକୁ ଯାଇ ବାଇକ ଧକ୍କାରେ ଜଣେ ବୃଦ୍ଧ ମୃତ୍

ବୃଦ୍ଧ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲଟ ଗାଁର ବିଦ୍ୟାଧର ମାଝି । ସେହି ରାସ୍ତାରେ ବାଇକରେ କଣ୍ଟାବାଞ୍ଜି ସହରକୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ।

0

(ବଲାଙ୍ଗୀରି) : ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ବୃଦ୍ଧ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲଟ ଗାଁର ବିଦ୍ୟାଧର ମାଝି । ସେହି ରାସ୍ତାରେ ବାଇକରେ କଣ୍ଟାବାଞ୍ଜି ସହରକୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଗାଁ ଲୋକ ତାଙ୍କୁ ଏକ ଅଟୋରେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଇକ ଚାଳକ ବୁଡୁ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭତ୍ତି କରାଯାଇଛି ।

ସୂଚନାନୁସାରେ , ସେ ଗାଁ ପାଖ ଥିବା କର୍ଲା ଫାଟକ ପାଖରେ ଥିବା ଚାଷ ଜମିକୁ ଯାଇଥିଲେ । ଚାଷ ଜମିରେ କାମ ସାରି ନିଜ ସାଇକେଲରେ ଘରକୁ ଫେରୁଥିବା ବେଳେ