ଶମା ସିକନ୍ଦରଙ୍କ ବିକିନ ଲୁକ, ଫଟୋ ଭାଇରାଲ

0

(ରିିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ): ଆଜିକାଲି ସୋସିଆଲ ମିଡ଼ିଆମେ ହଇଚଇ ସୃଷ୍ଟି କରୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଶମା ସିକନ୍ଦର । ନିକଟରେ ସେ ନିଜର କିଛି ବୋଲ୍ଡ ଓ ହଟ ଫଟୋ ପୋଷ୍ଟ କରିଛନ୍ତି । ଯାହା ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲାଗାଇଛି । ଫ୍ୟାନ୍ସ ସବୁବେଳେ ତାଙ୍କ ଫଟୋ ଅପଲୋଡ଼ ହୋବ ଅପେକ୍ଷାରେ ଥାନ୍ତି । ଅଭିନେତ୍ରୀ ଶମା ଏଥର ଭେକେସନର ହଟ ଫଟୋ ସେୟାର କରିଛନ୍ତି ।
ନିଜ ଲୁକ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଶମା । ଆମେରିକାରେ ଉଠାଯାଇଥିବା ଏହି ଫଟୋ ଫ୍ୟାନ୍ସକୁ ବହୁତ ପସନ୍ଦ ଆସିଛି । ଆମେରିକାର ଫ୍ଲୋରିଡ଼ାରେ ଶମା ନିଜ ପରିବାର ନ୍ୟୁ ୟିଅର ସେଲିବ୍ରେଟ କରିଛନ୍ତି । ପ୍ରତ୍ୟେକଥର ଭେକେସନରେ ଗଲେ ସେ ନିଜ ଫ୍ୟାନ୍ସଙ୍କୁ ଫଟୋ ମାଧ୍ୟମରେ ଅପଡ଼େଟ କରାନ୍ତି ।
ଅଧିକାଂଶ ସମୟରେ ଶମା ତାଙ୍କ ଫଟୋ ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଇନଷ୍ଟାଗ୍ରାମ ଫଟୋରେ ଅନେକ ଲାଇକ ଓ କମେଷ୍ଟ ଆସେ । ଏବେ ସେୟାର କରିଥିବା ଫଟୋରେ ସେ ବହୁତ ସେକ୍ସି ପୋଜ ଦେଇଛନ୍ତି । ଫିଲ୍ମରେ ହର୍ଟ ସିନ ଦେବା ପାଇଁ ଚର୍ଚ୍ଚାରେ ରହୁନ୍ତି ଶମା ।
ଆମୀର ଖାନଙ୍କ ଫିଲ୍ମରେ ମନରେ ଶମା ସିକନ୍ଦର ନିଜ ଜଲୱା ଦେଖାଇ ଦର୍ଶକଙ୍କୁ ଦ୍ୱିୱାନା କରିଥିଲେ । ନିଜ ଫଟୋରେ ଲାଇକ ଓ କମେଣ୍ଟ ଦେଖି ସେ ବହୁତ ଖୁସି ହୁଅନ୍ତି । ଶମାଙ୍କର ଫଟୋ ପ୍ରାୟତଃ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥାଏ ।