ଗମନା ଗମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ

0

ଭୁବନେଶ୍ୱର: ଗମନା ଗମନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଶୂନ୍ୟକାଲରେ ଉଠାଇଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ । ରେଳ ବଜେଟ କୁ ନେଇ କଲେ କଡ଼ା ସମାଲୋଚନା । କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି । ତାହା ଦିଅନ୍ତନି,ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ କଲେ ସମାଲୋଚନା । ଏବେ ବି ଓଡ଼ିଶାର ବହୁ ଜିଲ୍ଲା ରେଳ ସଂଯୋଗ ଯାଇନାହିଁ,ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ କଲେ ଟାର୍ଗେଟ କ୍ଷ କେନ୍ଦ୍ର କେବଳ ବଡ ବଡ ଘୋଷଣା କରୁଛନ୍ତି କ୍ଷ ହେଲେ ଦେଉନାହାନ୍ତି – ତେଣୁ ବାଚସ୍ପତି ରୁଲି ଦେବାକୁ ଦାବୀ କଲା ବିଜେଡି,କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ କରିଛନ୍ତି ହିସାବ ଦିଅନ୍ତୁ କେନ୍ଦ୍ର ସରକାର ବୋଲି ଦାବି କଲେ ଅରୁଣ ସାହୁ ।