ଭୁବନେଶ୍ୱର:ନଗଡା ଯାଇ ଦେଖିଆସାନ୍ତୁ ବିରୋଧୀ ଦଳ ନେତା।କଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି ନେତା । ନଗଡା ସାଙ୍ଗକୁ ସୁକିନ୍ଦାକୁ ବଦନାମ କରିବାକୁ କିଏ ଦେଲା ଅଧିକାର। ଦେଖିଆସନ୍ତୁ ନଗଡାର ସ୍ଥିତି ଏବେ କଣ। ସେଠୀ ସରକାର କଣ ସବୁ କଲେଣି। ପୃଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୂପ ଦେଇଛି ଆମ ସରକାର। ବୁଲି ଆସିଲେ ହୁଏତ ବୁଝିଯିବେ ସେବେ କାର ନଗଡା ଓ ଏବେ କାର ନଗଡା ଭିତର ପ୍ରଭେଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ।