ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁୁ ନାମାଙ୍କନ ପତ୍ର ଦାଖଲ ପରେ ଆଜି ଅପରାହ୍ନରେ ବିଜଡେି ସାଂସଦ ଡ. ସସ୍ମିତ ପାତ୍ର ଭେଟିଛନ୍ତି । ବିଜୁ ଜନତା ଦଳକୁ ପ୍ରତିନିଧିତ୍ୱ କରି ସେ ପାର୍ଟି ତରଫରୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀମତି ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା କଥା ମଧ୍ୟ ଡ.ପାତ୍ରଙ୍କ ସହ ଆଲୋଚନା କରିଥିଲେ ।