ବିଜେପି ନେତା ଙ୍କ ବିଜେଡିରେ ଯୋଗଦାନ

0

ସାଲେପୁର(ତାରାକାନ୍ତ ନାୟକ) : କଟକ ଜିଲ୍ଲା ସାଲେପୁର ବ୍ଲକ୍ ବହୁଗ୍ରାମ ପଂଚାୟତ ବହାଦୁଲା ପାଟଣାଗ୍ରାମର ବରିଷ୍ଠ ବିଜେପି ନେତା ତଥା ୨୦୧୭ ମସିହାରେ ବିଜେପିର ସରପଞ୍ଚ ପାର୍ଥି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ନାୟକ(ଅନ ଭାଇ) ବିଜେଡି କଟକ ଜିଲ୍ଲା ସଂପାଦକ ତଥା ସମାଜସେବୀ ଏବଂ ସୁସଂଗଠକ ବିଶ୍ୱଜିତ୍ ଚାଟାର୍ଜୀ ଙ୍କ ନେତୃତ୍ୱରେ ସାଲେପୁର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ବେହେରା ଙ୍କନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେଡିରେ ଯୋଗଦେଲେ ବହୁଗ୍ରାମ ବିଜେଡି ଦଳ ପକ୍ଷରୁ ଅନଭାଇଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଛି।ତାଙ୍କ ଯୋଗୋଦାନ ଆଗାମୀ ଦିନରେ ବିଜେଡି ଦଳକୁ ସୁଦୃଢ କରିବ ବୋଲି ଜିଲ୍ଲା ସଂପାଦକ ବିଶ୍ବଜିତ ଚାଟାର୍ଜୀ କହିଥିଲେ।ତାଙ୍କ ଯୋଗୋଦାନ କୁବହୁଗ୍ରାମ୍ ସରପଞ୍ଚ ମିଲିରାଣି ବୋଷ,ସଭାପତି ବିଜୟ କୁମାର ରାୟ, ଅଭୟ ସ୍ୱାଇଁ, ଗୁରୁ ପ୍ରସାଦ ମୁଖାର୍ଜୀ,ନିଁମାଇ ସାହୁସୁକାନ୍ତ ସାହୁ,ସଞ୍ଜୟ ଦଲାଲ, ଗଣେଶ ସେଠୀ, ନିହାର ମଲ୍ଲିକ,ରାଜେଶ୍ ଦାଶ,ପରମ ବିର ଘଣ୍ଟ,ଗୌତମ ସିହ୍ନା,ମିଥୁନସ୍ୱାଇଁ,ସତ୍ୟଜିତ ଝା,ଦୀପକ ବେହେରା,ଅଶୋକ ପାତ୍ର,ମିର୍ଜା ସିଧିକ୍ ବେଗ,ନିରଞ୍ଜନ ଦାସ, ସୁବାଷ ମହାରଣା,ରମା କାନ୍ତ ପାଢ଼ୀ,ମନୋଜ ଜେନା,ଗୌରାଙ୍ଗ ବେହେରା,ପ୍ରଦୀପ୍ତ ମଲ୍ଲିକ,ପ୍ରମୁଖ ସ୍ବାଗତ ଜଣାଇଛନ୍ତି।