ଆୟୁଷ୍ମାନ ଯୋଜନା: ନବୀନଙ୍କୁ ବିଜେପିର ଅନୁରୋଧ

0

(ତ୍ରିଲୋଚନ ରାଉତ)ଭୁବନେଶ୍ୱର : ବିଜେପି ସରକାର ସବକ୍ା ସାଥ୍ ,ସବକି୍ ବିକାଶ ଓ ସବକ୍ା ଉନ୍ନତି ନୀତିରେ ବିଶ୍ୱାସ କରେ । ସେହି କ୍ରମରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଲୋକମାନେ ଉପକୃତ ହେବେ । ତେଣୁ ନବୀନବାବୁ ରାଜନୀତିରୁ ଉର୍ଦ୍ଧକୁ ଯାଇ ଆୟୁଷ୍ମାନ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ବିଜେପି ତରଫରୁ ଅନୁରୋଧ କରାଯାଇଛି । ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମାଗଣାରେ ଓଡ଼ିଶା ଲୋକମାନେ ପାଆନ୍ତୁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି ଅନୁରୋଧ କରିଛନ୍ତି ।
ସେପଟେ ଏହାର ପ୍ରତିକ୍ରିୟା ଦେଇଛି ବିଜେଡ଼ି । ଆମେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ଆମନ୍ତ୍ର୍ରିତ କରିଥିଲୁ ଯାହାକୁ କେନ୍ଦ୍ର ଗ୍ରହଣ କରିନାହିଁ ବୋଲି ସମ୍ବିତ ରାଉତରାୟ କହିଛନ୍ତି ।