Reporters Today
  • Home
  • ଭାରତ
  • ବାଙ୍ଗଲାଦେଶ ଜଳ ସେନା ଜାହାଜର ୩ ଦିନିଆ ମୁମ୍ବାଇ ଗସ୍ତ ସମ୍ପୂର୍ଣ୍ଣ
ଭାରତ

ବାଙ୍ଗଲାଦେଶ ଜଳ ସେନା ଜାହାଜର ୩ ଦିନିଆ ମୁମ୍ବାଇ ଗସ୍ତ ସମ୍ପୂର୍ଣ୍ଣ

ମୁମ୍ବାଇ: ୟୁଏଇରେ ଅନୁଷ୍ଠିତ ନାଭାଲ ପ୍ରଦର୍ଶନୀରେ ଭାଗ ନେବା ପରେ ବାଙ୍ଗଲାଦେଶର ଜଳସେନା ଜାହାଜ (ବିଏନଏସ) ପ୍ରୋଟଏ ଭାରତରେ ୩ ଦିନ ରହିବା ପରେ ଏବେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବ । ଜାହାଜର ବିଏନଏସର କମାଣ୍ଡିଂ ଅଫିସର କ୍ୟାପଟେନ ଅହମଦ ଅମିନ ଅବଦୁଲ୍ଲା, ଦିଲ୍ଲୀସ୍ଥିତ ବାଙ୍ଗଲାଦେଶର ସହକାରୀ ସାମରିକ ପରାମର୍ଶଦାତା ପଶ୍ଚିମ ନାଭାଲ କମାଣ୍ଡ ମୁମ୍ବାଇର ମୁଖ୍ୟ ଆରବି ପଣ୍ଡିତଙ୍କ ନିମନ୍ତ୍ରଣରେ ଭାରତ ଗସ୍ତରେ ଅ।।ସିଥିଲେ ।
ବିଏନଏସ ପ୍ରୋଟୟ ଆବୁଧାବିରୁ ଫେରିବା ସମୟରେ ମାର୍ଚ୍ଚ ୨ରେ ଭାରତରେ ପହଞ୍ଚିଥିଲା । ଆଜି ସେମାନେ ବାଙ୍ଗଲାଦେଶ ଫେରୁଛନ୍ତି । ଏହି ଗସ୍ତ କାଳରେ ଅହମ୍ମଦ ଆମିନ ବିଜୟ ସ୍ମାରକୀରେ ପୁଷ୍କମାଲ୍ୟ ଅର୍ପଣ କରିଥିବା ଭାରତୀୟ ନେଭି ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଦେଶର ଜଳସେନା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପେସାଦାର ଓ କ୍ରୀଡା ଆଲୋଚନାକୁ କୋଭିଡ-୧୯ ପାଇଁ ବାତିଲ କରାଯାଇଥିଲା । ୨୦୨୧ରେ ଭାରତ-ପାକ ଯୁଦ୍ଧର ୫୦ ତମ ବର୍ଷ ପାଳନ ଅବସରରେ ସ୍ୱର୍ଣ୍ଣିବ ବିଜୟ ବର୍ଷ ରୂପେ ପାଳିତ ହୋଇଛି ।

Related posts

ମୋଦି ମାସ୍କରେ ମତୁଆଲା ସାରା ଦେଶ

Report

୭୬.୫ ଟଙ୍କା ବଢିଲା ଗ୍ୟାସ ଦର

Report

ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କଲେ:ମୋଦୀ

Report

Leave a Comment