ସମ୍ବଲପୁରୀ ଦିନରେ ମସଗୁଲ ଲୋକେ

0

ସମ୍ବଲପୁର:ସମ୍ବଲପୁରୀ ଭାଷା ସାହିତ୍ୟ ଓ ଇତିହାସର ପ୍ରଚାରକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ଆଜି ସମ୍ବଲପୁରୀ ଦିନ୍ ଭାବେ  ପାଳନ କରାଯାଏ । ଆଜୀରଦିନକୁ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଖୁବ ଧୂମଧାମରେ ପାଳନ କରିଥାନ୍ତି |ସମସ୍ତେ ନୂଆ ବସ୍ତ୍ର ପିନ୍ଧିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ଅଛନ୍ତି |ସବୁଠି ଦେଖିବାକୁ ମିଳିଛି ତାହାର |ପ୍ରତି ଗାଁ ଗଣ୍ଡାରେ ଲୋକେ ନୂଆ ବସ୍ତ୍ର ପରିଧାନ କରିବା ସହ ସମ୍ବଲପୁରୀ ପୋଷାକ ପରିଧାନ କରିବା ସହ ଖାଦ୍ୟପେୟ ରେ ମଧ୍ୟ ମସଗୁଲ ଅଛନ୍ତି |ସେପଟେ ସମ୍ବଲପୁର ଜିଲାପାଳ ଏନେଇ ଅନେକ ପ୍ରସ୍ତୁତି କରିଥିଲେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସମ୍ବଲପୁରୀ ପୋଷାକ ପିନ୍ଧିବା ସହ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଛନ୍ତି |