Browsing Category

ଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ଅଟୋ,୧୫ ଆହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ନାମକେଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ରୁ ୧୭ ଜଣ ମହିଳା ଓ ପୁରୁଷ ଗୁରୁତର ଆହାତ ହୋଇଛନ୍ତି । ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୫ ରୁ ୧୭ ଜଣ ମହିଳା, ପୁରୁଷ ଓ ଛୋଟ ପିଲା ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଏକ…
Read More...

ଟିପର୍ ତଳେ ଚାପି ହୋଇ ଚାଲିଗଲା ଜୀବନ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଟିପର ଓଲଟି ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ପୁଟ୍ରୁଗୁଡା ଛକ ନିକଟରେ ଏକ କୋଇଲା ବୋଝେଇ ଟିପର୍ ଭାରସାମ୍ୟ ହରାଇ ଓଲଟି ପଡିବା ରୁ ଘଟଣା ସ୍ଥଳରେ ଚାଳକଙ୍କ ର ମୃତୁ ହୋଇଛି । ସୂଚନା ଅନୁଯାଇ ଟିପର୍ ଟି କୋଇଲା ନେଇ ରାୟଗଡ଼ା…
Read More...

ବାଇକ ଦୁର୍ଘଟଣାରେ ୨ ମୃତ

ବଲାଙ୍ଗିର/ ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କରେଲଧୁଆ ଓଭରବ୍ରିଜ ଠାରେ ବାଇକ୍ ଦୁର୍ଘଟଣା ରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କନ୍ଧକେଲଗାଁ ପଞ୍ଚାୟତର ସର୍ଗିପାଲି ଗାଁ ର ଶରତ ସାହୁ ଓ ବଣ୍ଟି ପ୍ରଧାନ କୌଣସି କାମ ରେ ସଇଁନ୍ତଲା ଆସିଥିଲେ ।…
Read More...

ରାସ୍ତାରେ ଯାଉଥିବାବେଳେ ପିଟି ଦେଲା ଟ୍ରକ୍, ଚାଲିଗଲା କନେଷ୍ଟବଳଙ୍କ ଜୀବନ

କେନ୍ଦୁଝର : ଟ୍ରକ୍ ଧକ୍କାରେ ଚାଲିଗଲା କାର୍ଯ୍ୟରତ କନେଷ୍ଟବଳଙ୍କ ଜୀବନ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍ ପିଟିଦେବା ଯୋଗୁ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ାରେ । ମୃତ…
Read More...

ଜଳିଗଲା ସେନା ହେଲିକେପ୍ଟର ଚିତା

ନୂଆଦିଲ୍ଲୀ: ପୁଣି ଦୁର୍ଘଟଣା ହେଲା ସେନା ହେଲିକପ୍ଟର ଚିତା । ଆଜି ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ କରିଥିଲା ଏବଂ ଏହାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) ସହିତ ହେଲିକପ୍ଟରର ଯୋଗାଯୋଗ…
Read More...

ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ଅନୁଗୋଳ /ସୁଧାକର ସାହୁ: ସଡକ ଦୁର୍ଘଟଣାରେ ଚାଲିଗଲା ଏକାଧିକ ଜୀବନ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଏକ ପରିବା ବେଝେଇ ପିକଅପ ଭ୍ୟାନ ଧକ୍କାରେ ଯାଇଛି ୩ଜଣଙ୍କ ଜୀବନ । ସୂଚନା ଅନୁସାରେ କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିବା…
Read More...

ବିବାହ ଭୋଜି ଖାଇ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ସରପଞ୍ଚଙ୍କ ମୃତ୍ୟୁ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍ ବୀରରାମଚନ୍ଦ୍ରପୁରର ସରପଞ୍ଚଙ୍କ ସଡକ ଦୁର୍ଘଟଣା | ନିମାପଡା ଡେଲେଟା ଛକ ଠାରେ ହୋଇଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ସରପଞ୍ଚ ରୁପା ବେହେରା । ମୃତକଙ୍କ ମା ରାସ୍ତାରେ ଧାରଣା ଦେଇଛନ୍ତି। ସୂଚନା ଥାଉକି ହାଇୱବା ଟ୍ରକକୁ ଓଭରଟେକ କରୁଥିବା…
Read More...

୨୦ ମହଲା ତଳକୁ ଖସିପଡିଲେ ଓୟୋ ମାଲିକଙ୍କ ବାପା

ଗୁରୁଗ୍ରାମ: ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ । ଗୁରୁଗ୍ରାମର ସେକ୍ଟର ୫୪ର ୨୦ ମହଲାରୁ ଖସିପଡିଥିଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ମଧ୍ୟ କରିଛି । ଘଟଣାସ୍ଥଳରେ ପୋଲିସ ଛାନଭିନ…
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳୁଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ : ଆୟତ୍ତ ହୋଇପାରୁନି ନିଆଁ

ପୁରୀ: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ହୁତୁହୁତୁ ହୋଇ ଜଳାଇବାରେ ଲାଗିଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ। ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଏ ପର୍ଯ୍ୟନ୍ତ ଆୟତ୍ତ କରି ହେଉନାହିଁ | କମ୍ପ୍ଲେକ୍ସର ପ୍ରଥମ ମହଲାକୁ ନିଆଁ ବ୍ୟାପିବା ଯୋଗୁ ସ୍ଥିତି ଅଧିକ ସଙ୍କଟଜନକ…
Read More...

ବାଣ ବିସ୍ଫୋରଣରେ ୪ ମୃତ୍ୟୁ

ଟାଙ୍ଗୀ: ବାଣ ନେଲା ଜୀବନ । ଟାଙ୍ଗୀ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ଆହାତ ମାନଙ୍କୁ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ…
Read More...