Browsing Category
ଦେଶବିଦେଶ
ୟୁନଏସସି: ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନର ଆତଙ୍କବାଦ ପ୍ରେମର କଳା ପୋଲ ଖୋଲିଛି ଭାରତ
ନୂଆଦିଲ୍ଲୀ: ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ କଡା ଶବ୍ଦରେ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ . ଜୟଶଙ୍କର । ଜାତିସଂଘରେ ପୂର୍ବରୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ବଦନାମ ହୋଇସାରିଛି । ଏବେ ପୁଣି ଥରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ…
Read More...
Read More...
ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ
ପର୍ଥ : ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ | ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପର୍ଥଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଓ୍ବେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ ବେଳେ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିଲେ ।…
Read More...
Read More...
୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ : ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢିବେ ଟ୍ରମ୍ପ | ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଟ୍ରମ୍ପ | ଆମେରିକାର ନିର୍ବାଚନ କମିଶନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ…
Read More...
Read More...
ଜାତିସଂଘ ରିପୋର୍ଟ: ୮୦୦ କୋଟି ଟପିବ ଜନସଂଖ୍ୟା
ସାନଫ୍ରାନ୍ସିସକୋ: ବିଶ୍ୱରେ ଲଗାତର ବଢିବାରେ ଲାଗିଛି ଜନସଂଖ୍ୟା । ଏଭଳି ସ୍ଥିତିରେ ବଢୁଥିବା ଜନସଂଖ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି । ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।…
Read More...
Read More...
ଆଡମିଟ କାର୍ଡରେ ସନି ଲିଓନିଙ୍କ ଫଟୋ
କର୍ଣ୍ଣାଟକ : ପରୀକ୍ଷା ହଲରେ ଏଣ୍ଟ୍ରି କରିବା ପାଇଁ ଆଡମିଟ୍ କାର୍ଡର ଆବଶ୍ୟକ ହୋଇଥାଏ । ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବାବେଳେ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଥାଏ। କିନ୍ତୁ ୨୦୨୨ କର୍ଣ୍ଣାଟକରେ ଶିକ୍ଷକ ପଦବୀ ପାଇଁ ଏକ ସରକାରୀ ଚାକିରିରେ ଆବେଦନ କରିଥିବା ଜଣେ…
Read More...
Read More...
ଆମେରିକାରେ ଚମକିଲେ ଭାରତୀୟ ମହିଳା, ଆମେରିକୀୟ ଉପରାଜ୍ୟପାଳ ହେଲେ ଅରୁଣା ମିଲର୍
ୱାସିଂଟନ୍: ଆମେରିକୀୟ ପ୍ରଦେଶ ମେରିଲାଣ୍ଡ୍ର ଉପରାଜ୍ୟପାଳ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇ ମଙ୍ଗଳବାର ଦିନ ଅରୁଣା ମିଲର୍ ପ୍ରଥମ ଭାରତୀୟ-ଆମେରିକୀୟ ରାଜନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଅରୁଣା ମିଲର ନାମକ ଜଣେ ଭାରତୀୟ ମହିଳା ଏବେ ଆମେରିକାର ମେରିଲାଣ୍ଡରେ ଉପ ରାଜ୍ୟପାଳ…
Read More...
Read More...
ପୃଥିବୀ ମୁହାଁ ଚୀନ ରକେଟ
ନୂଆଦିଲ୍ଲୀ : ଚୀନ ମହାକାଶ କେନ୍ଦ୍ର ତିୟାଂଗୋଗ୍ ଲାଗି ଅନ୍ତିମ ଲ୍ୟାବ ମଡ୍ୟୁଲ ନେଇଯାଇଥିବା ରକେଟ୍ ଅନିୟନ୍ତ୍ରିତ ହୋଇଛି। ଏହା ଏବେ ପୃଥିବୀକୁ ଫେରୁଛି। ଏହି ରକେଟ୍ ଉପରେ ଚୀନ୍ର ଏବେ କୌଣସି ନିୟନ୍ତ୍ରଣ ମଧ୍ୟ ନାହିଁ। ଏଣୁ ଏହା ପୃଥିବୀର କେଉଁଠି ଖସିବ ସେ ନେଇ ନିଶ୍ଚିତ କିଛି କୁହାଯାଇ…
Read More...
Read More...
ଟ୍ୱିଟର ବୋର୍ଡ କିମଟିରୁ ସବୁ ସଦସ୍ୟଙ୍କକୁ କାଢିି ନିଜେ ସାଜିଛନ୍ତି ସର୍ବେସର୍ବା
ବ୍ୟୁରୋ : ଯେବେଠୁ ଟ୍ୱିଟରର ମାଲିକାନା ଏଲନ୍ ମସ୍କଙ୍କ ହାତକୁ ଯାଇଛି ସେବେଠୁ ଦେଖାଯାଇଛି ପରିବର୍ତ୍ତନ । ପ୍ରଥମେ ପୂର୍ବତନ ସିଇଓ ପରାଗ୍ ଅଗ୍ରୱାଲଙ୍କ ସମେତ କିଛି ଅଧିକାରୀଙ୍କୁ ବିଦା କରିବା ପରେ ଏବେ ଟ୍ୱିଟର ବୋର୍ଡ କିମଟିରୁ ସବୁ ସଦସ୍ୟଙ୍କକୁ କାଢିି ଦେଇଛନ୍ତି ଏଲେନ । ଆଉ ସବୁ ଦାୟିତ୍ୱ…
Read More...
Read More...
ରୁଷିଆର ମିସାଇଲ ମାଡ଼ ; ଅନ୍ଧାରରେ କିଭ୍, ପାଣି ପାଇଁ ଚାରିଆଡେ ହାହାକାର
କିଭ : ପୁଣି ଥରେ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି ରୁଷ । ରୁଷର ଘନ ଘନ ମିସାଇଲ ମାଡ଼ରେ ଥର ହର ୟୁକ୍ରେନର କ୍ୟାପିଟାଲ୍ ସିଟି କିଭ୍। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିସାଇଲ ଆଟାକ୍ ଯୋଗୁ ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି।
ଫଳରେ କିଭ୍ ସହର ଏବେ…
Read More...
Read More...
ସଙ୍କଟରେ ୟୁକ୍ରେନବାସୀ : ବନ୍ଦ ହେଲା ବିଦ୍ୟୁତ୍ ଓ ପାଣି
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ଆଠ ମାସରୁ ଅଧିକ ସମୟ ହୋଇ ସାରିଛି ।ସମୟକ୍ରମେ ଯୁଦ୍ଧର ଭୟାଭୟତା ବଢି ବଢି ଚାଲିଛି । ସୋମବାର ଦିନ ଋଷ ଯୁଦ୍ଧକୁ ଯୋରଦାର କରିଛି । ୟୁକ୍ରେନ ରାଜଧାନୀ କିଭି ସମେତ ଖାରକିଭି ଏବଂ ୟୁକ୍ରେନର ବିଭିନ୍ନ ସହରରେ ଋଷ ଜୋରଦାର ଆକ୍ରମଣ କରିଛି । ମେୟର ଭିଟାଲି…
Read More...
Read More...