Browsing Category

ପର୍ବ ପର୍ବାଣୀ

ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ 

ଭୁବନେଶ୍ୱର : ଆଜି  ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିଛି  ଭିଡ । କୋଭିଡର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ  ଗୋପାଳ ଜିଉ ମନ୍ଦିର । ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ…
Read More...

ଅଁଳା ନବମୀ ପାଇଁ ଚଳଚଞ୍ଚଳ ଗୋପାଳଜିଉ ମନ୍ଦିର

ଗୋପ(ଜୟନ୍ତ କୁମାର ସେଠି ): ଆସନ୍ତା ବୁଧବାର  ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳ ଜିଉ ମନ୍ଦିର ।ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ…
Read More...

ଦିପାବଳୀରେ ମା କାଳୀଙ୍କ ପୂଜା କରାଯିବାର ମହାତ୍ମ୍ୟ

ଭୁବନେଶ୍ୱର: ସନାତନ ଧର୍ମରେ ଦିପାବଳୀର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ଘରେ ମାତା ଲଷ୍ମୀ ,ଗଣେଷଙ୍କ ସହ କୁବେର ଦେବତାଙ୍କୁ ପୂଜା କରାଯାଏ । ଏହା ସହ ବହୁ ସ୍ଥାନରେ ମା କାଳୀଙ୍କୁ ମଧ୍ୟ ପୂଜା କରାଯାଏ । ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେ ଯେଉଁମାନେ ଅଧ୍ୟ ରାତ୍ରିରେ ମା କାଳୀଙ୍କୁ…
Read More...

ଆସନ୍ତାକାଲି ସୂର୍ଯ୍ୟପରାଗ

ଭୁବନେଶ୍ୱର:ଆସନ୍ତାକାଲି ପଡୁଛି ସୂର୍ଯ୍ୟପରାଗ ।ଏହା ଏକ ଆଂଶିକ ସୂର୍ଯ୍ୟପରାଗ ।ତେବେ ପରାଗ ଦୁଇପ୍ରକାରର ରହିଛ । ଗୋଟିଏ ସମ୍ପୁନ୍ନ ପରାଗ ଅନ୍ୟଟି ଆଂଶିକ ପରାଗ । ସୂଚନାମୁତାବକ, ଆସନ୍ତାକାଲି ତଥା ୨୫ ଅକ୍ଟୋବର ,ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ୍ରୁ ପରାଗ ଆରମ୍ଭ ହୋଇ ୫.୧୬ ସେକେଣ୍ଡ୍ ରେ…
Read More...

ବିପଦକୁ ଆମନ୍ତ୍ରଣ

ବ୍ୟୁରେ: ଆଲୋକର ପର୍ବ ଦୀପାବଳି  । ସନାତନ ଧର୍ମ ଅନୁଯାୟୀ, ଦୀପାବଳିରେ ମନ୍ଦିର ଏବଂ ଘରେ ଦୀପ ଲଗାଯାଇଥାଏ  । ଏହା ସହ ମା ଲକ୍ଷ୍ମୀ, ଶ୍ର ଗଣେଷ ଏବଂ ମା କାଳୀଙ୍କର ପୂଜା ଆରଧନା କରାଯାଏ  । କିନ୍ତୁ ବର୍ତ୍ତମାନ ପୂଜାପାଠ ଏବଂ ଦୀପ ଲଗାଇବା ଗୋଟେ ପଟେ ହେଲେ ଦୀପାବଳୀରେ ବାଣ ଫୁଟାଇ…
Read More...

ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଜମୁଛି ଭକ୍ତଙ୍କ ଭିଡ

ପୁରୀ: ଆଲୋକର ପର୍ବ ଦୀପାବଳୀ । ଦୀଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଅତି ଧୁମଧାମର ସହ ପାଳନ କରିବା ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ତେବେ ହିନ୍ଦୁ ଧର୍ମ ଶାସ୍ତ୍ରର ନିୟମ ଅନୁଯାୟୀ, ଆଜିର ଦିନରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ । ଏହି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ…
Read More...

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଦୀପାବଳି | ଆଜିର ଦିନରେ ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ ଆନନ୍ଦ ମନାଇଥିଲେ । ୧୨ ବର୍ଷ ବନବାସ ଶେଷ କରି ସୀତା ମାତାଙ୍କୁ ସାଥିରେ ଘେନି ଅଯୋଧ୍ୟାକୁ…
Read More...

ଦୀପାବଳିରେ ଏମିତି ସଙ୍କେତ ମିଳିଲେ ଜାଣିବେ ଆପଣଙ୍କ ଘରେ ହେବ ଧନବର୍ଷା

ବ୍ୟୁରୋ:ପୁଣି ଆସିଛି ଆଲୋକର ପର୍ବ ଦୀପାବଳି । ହିନ୍ଦୁ ଧର୍ମରେ ଦୀପାବଳିର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ଦେବୀ ଲଷ୍ମୀ,କୁବେର ମହରାଜ ଏବଂ ବିଘ୍ନହର୍ତ୍ତା ଗଣେଷଙ୍କୁ ପୂଜା କରାଯାଏ । ଚଳିତବର୍ଷ ୨୪ ଅକ୍ଟୋବର ଦିନ ଦୀପାବଳୀ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ଲୋକମାନେ ନିଜ ଘରେ…
Read More...

ଦୁଇ ବର୍ଷ ପରେ ରାଜଧାନୀରେ ଫୁଟିବ ବାଣ

ଭୁବନେଶ୍ୱର: କରୋନା କାରଣରୁ ବିଗତ ଦୁଇ ବର୍ଷ ପରେ ଦୀପାବଳିରେ ବାଣ ଫୁଟାଇ ଖୁସି ମନାଇବେ ଲୋକେ | ଏନେଇ ବେଶ ଚଳଚଂଚଳ ଗାଁଠୁ ସହର | ରାଜଧାନୀ ଭୁବନେଶ୍ୱର ହେଉ କୌଣସି ଗାଁ ସରକାରଙ୍କ ନିୟମ ଅନୁସାରେ ଦୀପାବଳି ପାଳନ କରିବେ | ଓ ତା ପାଇଁ ଯେଉଁ ସବୁ ବାଣ ଦୋକାନ ମାନ ହେଉଛି ତାକୁ ମଧ୍ୟ ବିକ୍ରି…
Read More...

ରାଜଧାନୀରେ ବାଣ ବିକ୍ରୀକୁ ଗ୍ରୀନ ସିଗ୍ନାଲ 

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):୨ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ରାଜଧାନୀର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ବିଭିନ୍ନ ବିଭାଗ ଠାରୁ ଅନୁମତି ନେଇ ବାଣ ଦୋକାନ ଖୋଲିପାରିବେ ବ୍ୟବସାୟୀ ।…
Read More...