ପର୍ଯ୍ୟଟନମନ କିଣେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୁଲ୍ଲୁ ମନାଲିReportNovember 3, 2018June 18, 2019 by ReportNovember 3, 2018June 18, 2019034 (ରିପୋର୍ଟସ ଟୁଡ଼େ): ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ କୁଲ୍ଲୁ ମନାଲି ହେଉଛି ଅନ୍ୟତମ । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଥିବା ଏହି ସ୍ଥାନଟି ହିମାଚଳ ପ୍ରଦେଶରେ ଅବସ୍ଥିତ । ଯଦି ଆପଣଙ୍କର ଏହି କୁଲ୍ଲୁ...
ପର୍ଯ୍ୟଟନଆସ ବୁଲିଯିବା ବାଲୁଖଣ୍ଡ ଅଭୟାରଣ୍ୟReportNovember 2, 2018June 18, 2019 by ReportNovember 2, 2018June 18, 2019052 (ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ଡ଼ିସେମ୍ବର ମାସ ବା ପିକନିକ୍ ଋିତୁ । ଏହି ସମୟରେ ଶୀତ ପଡ଼ିଥିବାରୁ ବିଭିନ୍ନ ସ୍ଥାନ ବୁଲି ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥାନ୍ତି । ସେପରି...
ପର୍ଯ୍ୟଟନକେବେ ବୁଲିବେ ଶାଶୁ- ବୋହୂ ମନ୍ଦିରReportOctober 24, 2018 by ReportOctober 24, 2018077 (ରିପୋର୍ଟସଟୁଡେ): ଭାରତବର୍ଷରେ ବହୁ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକ ସମ୍ପର୍କରେ କିଛି ଜଣା ଅଜଣା ତଥ୍ୟ ମଧ୍ୟ ରହିଛି। ସେହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ଗ୍ୱାଲିଅର୍ରେ ରହିଛି, ଯାହା ଶାଶୂ-ବୋହୂ ମନ୍ଦିର ନାଁରେ...
ପର୍ଯ୍ୟଟନକଲିକତାର ପ୍ରସିଦ୍ଧ ଖାଦ୍ୟReportOctober 23, 2018June 18, 2019 by ReportOctober 23, 2018June 18, 2019063 (ରିପୋର୍ଟସ ଟୁଡେ): କାଳୀ ପୂଜା ସମୟରେ ବହୁ ଲୋକେ କଲିକତାକୁ ବୁଲିବାକୁ ଯାଆନ୍ତି। ସେଠାରେ ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ମାତ୍ର ଖାଦ୍ୟପେୟର କଥା ଆସିଲେ କଲିକତାର ଷ୍ଟ୍ରିଟ୍ ଫୁଡ଼୍ ଭାରତର ସବୁଠାରୁ...
ପର୍ଯ୍ୟଟନଭ୍ରମଣ ପାଇଁ ଇଚ୍ଛା, ହେଲେ ଅର୍ଥ ସାଜୁଛି ବାଧକ, ଆପଣାନ୍ତୁ ଏହି ଉପାୟReportOctober 20, 2018October 22, 2018 by ReportOctober 20, 2018October 22, 20180189 (ଶୁଭସ୍ମିତା ଦାଶ): ସାଧାରଣତଃ ଭ୍ରମଣ ଶଦ୍ଧଟି ଆମ ଜୀବନରେ ବେଶ୍ ଗରୁତ୍ୱ ବହନ କରେ । ବ୍ୟକ୍ତି ଟିଏ ତାର ପ୍ରତିଦିନ ନିତିଦିନିଆ କାର୍ଯ୍ୟ କରି ବ୍ୟସ୍ତ ଓ କ୍ଲାନ୍ତ ଅନୁଭବ କରିଥାଏ ।...
ପର୍ଯ୍ୟଟନଏହି ମନ୍ଦିରରେ ମୁର୍ତ୍ତି କୁହନ୍ତି କଥା …….ReportOctober 18, 2018 by ReportOctober 18, 2018065 (ରିପୋର୍ଟସ ଟୁଡେ): ବିହାର ଥିବା ରାଜ ରାଜେଶ୍ବରୀ ମନ୍ଦିରକୁ ତାନ୍ତ୍ରିକ ବିଦ୍ଧିବିଧାନରେ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ଏହି ମନ୍ଦିରରେ ମୂର୍ତ୍ତିମାନେ କଥା କୁହନ୍ତି ଏବଂ କେବଳ ଦର୍ଶନ ମାତ୍ରକେ ହିଁ ଭକ୍ତଙ୍କର ସମସ୍ତ...
ପର୍ଯ୍ୟଟନପ୍ରେମପକ୍ଷୀ ସହର ନୈନିତାଲ, ଆସନ୍ତୁ ବୁଲିଯିବାReportOctober 18, 2018 by ReportOctober 18, 20180145 (ରିପୋର୍ଟସ ଟୁଡେ): “ତେରି ଗାଲୋମେଁ ନୈନିତାଲ, ବାକି ସବ ତଲୟା”। ଏହି ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ୧୯୯୯ରେ ଅଜୟ ଦେବଗନ୍ଙ୍କ ଅଭିନୀତ ‘ହୋଗି ପ୍ୟାର କି ଜିତ୍’ ଫିଲ୍ମର ଏହି ଗୀତରେ ନୈନିତାଲର...
ପର୍ଯ୍ୟଟନପିଙ୍କ ସିଟି କାହାକୁ କୁହାଯାଏ , ଆସନ୍ତୁ ଜାଣିବାReportAugust 4, 2018 by ReportAugust 4, 2018095 ( ମମତା ସାମଲ) : ରାଜସ୍ଥାନ ରାଜଧାନୀ ହେଉଛି ଐତିହାସିକ ସହର ଜୟପୁର । ଫିଙ୍କ୍ ସିଟି ବା ଗୋଲାପି ସହର ନାମରେ ଏହା ଦେଶ ବିଦେଶରେ ପ୍ରସିଦ୍ଧ । ପର୍ଯ୍ୟଟନ ମାନଚିତ୍ରରେ ଜୟପୁର...
ପର୍ଯ୍ୟଟନପ୍ରେମର ସହର ମାଣ୍ଡୁReportJuly 31, 2018 by ReportJuly 31, 20180152 ( ମମତା ସାମଲ) : ପ୍ରେମର ସହର ମାଣ୍ଡୁ । ସୁୁଲତାନ ବାଜ ବାହାଦୁର ଓ ରାଣୀ ରୂପମତୀଙ୍କ ଅମର ପ୍ରେମ କାହାଣୀର ମୂକସାକ୍ଷୀ ଏହି ସହର ମାଣ୍ଡୁ । ଏହି ସହର ମଧ୍ୟପ୍ରଦେଶର...
ଓଡିଶା ପର୍ଯ୍ୟଟନକେଉଁଠି ପୂଜା ପାଆନ୍ତି ମହତ୍ମାଗାନ୍ଧୀ , ଆସନ୍ତୁ ଜାଣିବା !ReportJuly 30, 2018 by ReportJuly 30, 20180211 (ମମତା ସାମଲ) : ସମ୍ବଲପୁର ସଦର ମହକୁମାଠାରୁ ପ୍ରାୟ ୫ କିମି ଦୂରତାରେ ରହିଛି ଭତରା ଗ୍ରାମ । ଗ୍ରାମର ଚତୁଃପାଶ୍ୱର୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍ ମନୋରମ । ୬୦ ଦଶକରେ ସମ୍ବଲପୁର...