ପ୍ରଯୁକ୍ତି ବିଦ୍ୟାବାଙ୍ଗାଲୁରୁ ହେଲା ବିଶ୍ୱର ନମ୍ବର ୧ ଟେକ୍ନୋଲୋଜି ଡବReportJanuary 15, 2021 by ReportJanuary 15, 2021023 ବାଙ୍ଗାଲୁରୁ: ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ଭାରତର ବାଙ୍ଗାଲୁରୁ ସହର ୟୁରୋପୀୟ ସହର ଲଣ୍ଡନ, ମ୍ୟୁନିଖ, ବର୍ଲିନ ପ୍ୟାରିସ ଆଦିକୁ ପଛରେ ପକାଇ ଦେଇଛି । ୨୦୧୬ରୁ ବାଙ୍ଗାଲୁରୁ ଟେକ୍ନୋଲୋଜି...
ପ୍ରଯୁକ୍ତି ବିଦ୍ୟା ଭାରତଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରିReportSeptember 12, 2020 by ReportSeptember 12, 2020031 (ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ...
ପ୍ରଯୁକ୍ତି ବିଦ୍ୟାସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣReportSeptember 7, 2020 by ReportSeptember 7, 2020010 ନୂଆଦିଲ୍ଲୀ: ଭାରତ ସଫଳତାର ସହ ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେଟର ଭେହିକିଲ- ଏଚଏସଟିଡିଭିର ସଫଳ ପରୀକ୍ଷଣ କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ।...
ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ବିଶେଷ ବିଶ୍ୱ ଭାରତଶକ୍ତିଶାଳୀ ହେଉଛି ଭାରତୀୟ ସେନା: ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍ReportSeptember 1, 2020 by ReportSeptember 1, 2020029 ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍ । ଭାରତୀୟ ସେନାକୁ ପ୍ରାୟ ୨୫୮୦ କୋଟି ଟଙ୍କାରେ ୬ଟି ପିନାକ ରେଜିମେଣ୍ଟ,...
ପ୍ରଯୁକ୍ତି ବିଦ୍ୟାଚୀନକୁ ଝଟକା, ଭାରତରେ ଆଇଫୋନ ୧୧ର ଉତ୍ପାଦନ ଆରମ୍ଭReportJuly 25, 2020 by ReportJuly 25, 2020013 ନୂଆଦିଲ୍ଲୀ: ଚୀନକୁ ଲାଗିଛି ବଡ ଝଟକା। ଆପଲ୍ ଚେନ୍ନାଇ ନିକଟରେ ସ୍ଥିତ ଫକ୍ସକନ ପ୍ଲାଣ୍ଟରେ ନିଜର ଫ୍ଲାଗସିପ୍ ଫୋନ୍ ଆଇଫୋନ ୧୧ ତିଆରି କରିବା ଆରମ୍ଭ କରି ଦେଇଛି। ଆପଲ ପ୍ରଥମ ଥର ଭାରତରେ...
ପ୍ରଯୁକ୍ତି ବିଦ୍ୟାବନ୍ୟଜୀବଙ୍କ ଉପରେ ନଜର ରଖିବ ନାସାReportJune 4, 2020 by ReportJune 4, 2020018 ୱାଶିଂଟନ୍: ବିଲୁପ୍ତପ୍ରାୟ ଦୁର୍ଲଭ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଆମେରିକ ମହାକାଶ ଗବେଷଣା ସଂସ୍ଥାନ(ନାସା) ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି। ମହାକାଶରେ ଛାୟାପଥ ଏବଂ ଗ୍ରହ ନକ୍ଷେତ୍ର ଉପରେ ନଜର ରଖୁଥିବା ନାସା ଏବେ...
ପ୍ରଯୁକ୍ତି ବିଦ୍ୟାଦ୍ୱିତୀୟ ବ୍ରହ୍ମାଣ୍ଡ ଖୋଜିଲା ନାସାReportMay 22, 2020 by ReportMay 22, 2020017 (ମମତା ସାମଲ ): ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏକ ସମାନ୍ତରାଳ ବ୍ରହ୍ମାଣ୍ଡର ସନ୍ଧାନ କରିଛି । ଅର୍ଥାତ୍ ଆମ ବ୍ରହ୍ମାଣ୍ଡ ପାଖରେ ଆଉ ଏକ ବ୍ରହ୍ମାଣ୍ଡ ରହିଛି । କିନ୍ତୁ ସେଠାରେ ସମୟ...
ପ୍ରଯୁକ୍ତି ବିଦ୍ୟା୧୬ ବର୍ଷରେ ଜି-ମେଲReportApril 1, 2020 by ReportApril 1, 2020027 (ଅନୁସୁୟା ସାମଲ୍): ଆଜି ୧୬ ବର୍ଷରେ ପାଦ ଦେଇଛି ଜି-ମେଲ । ୨୦୦୪ ଏପ୍ରିଲ୍ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍ ଟି ବୁଚେଟ୍ଙ୍କ ଦ୍ୱାରା ତିଆରି ହୋଇଥିଲା।...
ପ୍ରଯୁକ୍ତି ବିଦ୍ୟା‘ପିନାକ’ର ସଫଳ ପରୀକ୍ଷଣReportDecember 19, 2019 by ReportDecember 19, 2019023 (ରିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ) : ବହୁମୁଖୀ ରକେଟ୍ ଲଞ୍ଚର ‘ପିନାକ’ର ଗୁରୁବାର ଦିନ ୧୨ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତୀୟ ବାୟୁସେନାରେ ‘ପିନାକ’ ରକେଟ୍ ଲଞ୍ଚର ବ୍ୟବହାର କରାଯାଏ। ଆଜିର ବ୍ୟାବହାରିକ...
ପ୍ରଯୁକ୍ତି ବିଦ୍ୟାବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାରReportNovember 27, 2019 by ReportNovember 27, 2019027 (ଅନୁସ୍ୱୟା)ଭୁବନେଶ୍ୱର: ୨୦୧୭ ପାଇଁ ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ ଟଘଋଝଉଙ କଳିଙ୍ଗ ପୁରସ୍କାର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ସଂଗ୍ରହାଳୟ କ୍ଷେତ୍ରକୁ...