Browsing Category
Accident
ବୋରଓ୍ବେଲରୁ ଉଦ୍ଧାର ପାଇଁ ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ
ଭୋପାଳ : ପୁଣି ବୋରଓ୍ବେଲରେ ଫଶିଛି ଜୀବନ |ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ୮ ବର୍ଷର ତନ୍ମୟ ଫସି ରହିଛି |୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ପିଲାଟି ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ…
Read More...
Read More...
ଦନ୍ତା ହାତୀ ଆକ୍ରମଣରେ ଚାଷୀ ମୃତ
ବଲାଙ୍ଗୀର/ପାଟଣାଗଡ଼(ଜଗନ୍ନାଥ ଧରୁଆ) : ଗତକାଲି ରାତିରେ ନିଜ ଜମି କୁ ଧାନ ଜଗିବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ ର ଶିକାର ହୋଇ ଚାଷୀ ମୃତ | ଏଭଲି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଗ୍ରାମରେ | ସୁଚନା…
Read More...
Read More...
ଗ୍ୟାସ ସିଲିଣ୍ଡର ଫାଟି ୨ ଆହତ
ପୁରୀ (ଜୟନ୍ତ କୁମାର ସେଠି ): ଅସାବଧାନତା ଯୋଗୁ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଚାରିବାଟିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ଚାରିବାଟିଆ…
Read More...
Read More...
ପୋଖରୀରେ ବୁଡି ମହିଳା ମୃତ
ହରିଚନ୍ଦନପୁର(ପରେଶ କୁମାର ସେଠୀ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗଉଣୀଘଷା ପାଞ୍ଚାୟତ ଅନ୍ତର୍ଗତ ରାବଣଗାଡ଼ିଆ ସାହିରେ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ ଗ୍ରାମର ଶତ୍ରୁଘନ ମହାନ୍ତଙ୍କ ପତ୍ନୀ କ୍ଷୀରମଣି ମହାନ୍ତ ଆଜି ଅପରାହ୍ନରେ ଗ୍ରାମ…
Read More...
Read More...
ଗୋ ଚାଲାଣ ବେଳେ, ଗଲା ଜୀବନ
ଜଳେଶ୍ଵର(ଅଜିତ କୁମାର ସାହୁ) :ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କଣ୍ଟେନର ର ସହିତ ଗୋଟିଏ ପିକଅପ ଭ୍ୟାନ ଓ ୨୦୦ରୁ ଉର୍ଦ୍ଧ ଗୋରୁ ଜବତ୍ ।୭ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିଲାବେଳେ ,ଜଣେ ମୃତ । ମୃତ୍ୟୁର କାରଣ ଅସସ୍ପଷ୍ଟ ।…
Read More...
Read More...
ବ୍ରଜପାତରେ ଜଣେ ମୃତ ଦୁଇ ଜଣ ଗୁରୁତର
ବଲାଙ୍ଗୀର (ଜଗନ୍ନାଥ ଧରୁଆ ):ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେ ଗ୍ରାମ ଠାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଭାଲେ ଗ୍ରାମର ବେଣୁ ରଣା ହୋଇଥିବା ବେଳେ ଗୁରୁତର ଅନ୍ୟ…
Read More...
Read More...
ପୁଲିସ ଜିପ୍ ଓ ଟ୍ରକ୍ ମୁହାଁ ମୁହିଁ ଧକ୍କା
ବାରିପଦା : ପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସୂଚନାନୁସାରେ, ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ମହିଳା ଅଭିଯୁକ୍ତକୁ ନେଇ ବାରିପଦାରୁ କେସିପୁର ଫାଣ୍ଡିକୁ…
Read More...
Read More...
ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର
ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ: ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତା ର ଲୁଣା ନଦୀ ପୋଲ ନିକଟରେ। ମୃତକ ଜଣକ ହେଲେ ସ୍ଥାନୀୟ କମଳପୁର ପଂଚାୟତର ମହେନ୍ଦ୍ର ଜେନା। ମହେନ୍ଦ୍ର ଜେନା…
Read More...
Read More...
ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ
ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ମୃତକ ଜଣକ ହେଲେ ସ୍ୱଗତ ଏକନ ସାହୁ ଙ୍କ ପୁଅ ଦୀପକ ସାହୁ(୨୭) ।…
Read More...
Read More...
ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ
କେନ୍ଦୁଝର/ ବିଜୟ କୁମାର କରୁଆ : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଏଞ୍ଜଲ ଢାବା ନିକଟରେ । ମୃତକ ଜଣକ ହେଲେସୋମବାରୀମୁଣ୍ଡା, ଆହାତ ଦୁଇଜଣକହେଲେରବିମୁଣ୍ଡା, ବନମାଳୀମୁଣ୍ଡା ।…
Read More...
Read More...