ଵାଣିଜ୍ୟ‘ହିରୋ’ କମ୍ପାନୀରେ ଶଟଡାଉନReportApril 22, 2021 by ReportApril 22, 2021010 ନୂଆଦିଲ୍ଲୀ: କୋରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟରେ ସାରା ଦେଶ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦଷ୍ଟିରେ ରଖି ସରକାର ଶଟଡରଉନ ଏବଂ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି
ଵାଣିଜ୍ୟଫେବୃଆରୀ ୨୪ରୁ ବନ୍ଦ ହୋଇଯିବ ଗୁଗୁଲ ପ୍ଲେ ମ୍ୟୁଜିକ ଆପ୍ReportFebruary 20, 2021 by ReportFebruary 20, 2021040 (ନୁଆଦିଲ୍ଲୀ): ଗୁଗୁଲ ନିଜ ୟୁଜର୍ସଙ୍କୁ ଯୋଗାଉଥଗିବା ଏକ ସେବା ଚଳିତମାସ ବନ୍ଦ କରିଦେବ । ଆସନ୍ତା ୨୪ ତାରିଖରୁ ଗୁଗୁଲ ପ୍ଲେ ମ୍ୟୁୁଜିକ ଆପ୍ ବନ୍ଦ ହେବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ
ଵାଣିଜ୍ୟଛୋଟ ଓ ମଧ୍ୟମ କମ୍ପାନୀଙ୍କୁ ୭୫ ମିଲିୟନ ଡଲାରର ସହାୟତା ଦେବ ଗୁଗୁଲReportFebruary 17, 2021 by ReportFebruary 17, 2021026 (ନୁଆଦିଲ୍ଲୀ): କରୋନା ମହାମାରୀ ଭିତରେ ଛୋଟ ଓ ମଧ୍ୟମ ଧରଣର କମ୍ପାନୀଗୁଡିକର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ପଡିଛି । ଏହି କମ୍ପାନୀଗୁଡିକର ବ୍ୟବସାୟକୁ ପୂର୍ବ ପରି ସଶକ୍ତ କରିବା ପାଇଁ ଲୋକପ୍ରିୟ ସର୍ଚ୍ଚ
ଵାଣିଜ୍ୟଲାଇସେନ୍ସ ନ ଥିଲେ ରେଷ୍ଟୁରାଣ୍ଟ ବନ୍ଦ୍ReportJanuary 21, 2021 by ReportJanuary 21, 2021039 ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ବିଏମ୍ସି ର ନିର୍ଦ୍ଦେଶ । ୭ ଦିନ ଭିତରେ ଦୋକାନ ଆଗରେ ଫୁଡ୍ ସେଫି୍ଟ ସାର୍ଟିଫିକେଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ
ଭାରତ ଵାଣିଜ୍ୟନୂଆ ବର୍ଷ ରୁ ମହଙ୍ଗା ହେଲା ଈନ୍ଧନReportJanuary 1, 2021 by ReportJanuary 1, 2021030 ନୂଆଦିଲ୍ଲୀ : ବର୍ଷ ଆରମ୍ଭ ରୁ ଆଜି ପୁଣି ବୃଦ୍ଧି ପାଇଛି ଏଲ୍ପିଜି ସିଲିଣ୍ଡର । ତୈଳ ମାର୍କେଟିଙ୍ଗ୍ କମ୍ପାନୀ ଆଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛି । ଡ଼ିସେମ୍ବର ମାସ ରେ ୨ଥର
ଵାଣିଜ୍ୟନୂଆବର୍ଷ ପାଇଁ ଜିଓର ଭେଟି,ଗ୍ରାହକଙ୍କୁ ମିଳିବ ଏସବୁ ସୁବିଧା …ReportDecember 31, 2020December 31, 2020 by ReportDecember 31, 2020December 31, 2020050 (ମମତା ସାମଲ): ଜିଓ ଗ୍ରାହକମାନଙ୍କ ପାଇଁ ଆଣିଛି ଧମାକେଦାର ଅଫର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ କଲ ମାଗଣା କରିବାକୁ ଯାଉଛି । ଜାନୁୟାରୀ ୧ରୁ ମାଗଣାରେ ସମସ୍ତ ଫୋନକୁ ଭଏସ
ଵାଣିଜ୍ୟଜାନୁୟାରୀ ୧ରୁ ମହଙ୍ଗା ହେବ ଟିଭି,ଫ୍ରିଜ ଓ ୱାଶିଂ ମେସିନ …ReportDecember 29, 2020December 29, 2020 by ReportDecember 29, 2020December 29, 2020094 (ମମତା ସାମଲ): ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ନବ ବର୍ଷ ୨୦୨୧। ୨୦୨୧ ଆରମ୍ଭରୁ ହିଁ ଟିଭି,ଫ୍ରିଜ ଏବଂ ୱାଶିଂ ମେସିନ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି
ଭାରତ ଵାଣିଜ୍ୟଠକାମୀର ନୂଆ ରୂପ ନେଇଛି ଅନଲାଇନ ଋଣReportDecember 24, 2020 by ReportDecember 24, 2020057 (ମମତା ସାମଲ): ଯୁଗ ସହ ଆମ ମାନଙ୍କର ଚାଲିଚଳନ ପରିବର୍ତ୍ତନ ହେଉଛି । ଆଜିର ଯୁଗ ଇଣ୍ଟରନେଟର ଯୁଗ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଓ ଇଣ୍ଟର ନେଟ
ଵାଣିଜ୍ୟମୁକେଶଙ୍କ ବଡ ଘୋଷଣା: ଆସନ୍ତାବର୍ଷ ଦେଶରେ ଜିଓ ଆଣିବ 5-G ସେବାReportDecember 8, 2020 by ReportDecember 8, 2020047 (ନୂଆଦିଲ୍ଲୀ): ଭାରତରେ ୫-ଜି ଇଣ୍ଟରନେଟ ସେବା ଆରମ୍ଭ ହେବା ନେଇ ପୂର୍ବରୁ ବହୁ ଘୋଷଣା ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରି ନାହିଁ । ତେବେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ତଥା ଶିଳ୍ପପତି ମୁକେଶ
ଭାରତ ଵାଣିଜ୍ୟପୁଣି ଆକଶଛୁଆଁ ହେଲା କେଲ ଦରReportNovember 23, 2020 by ReportNovember 23, 2020037 ନୂଆଦିଲ୍ଲୀ: ଦେଶରେ ଲଗାତର ୪ର୍ଥ ଦିନ ପାଇଁ ବଢିଛି ପେଟ୍ରୋଲ-ଡିଜେଲ୍ ଦାମ୍ । ବ୍ରେଣ୍ଟ କ୍ରୁଡ୍ ପ୍ରତି ବ୍ୟାରେଲ ୪୫ ଡଲାରରେ ପହଞ୍ଚିଛି । ଲଗାତର ୪୮ ଦିନ ପର୍ୟ୍ୟନ୍ତ ସ୍ଥିର ରହିବା ପରେ