ଅପରାଧପୂର୍ବ ଶତ୍ରୁତାରୁ ୨ ମୃତ, ୩ ଗୁରୁତରReportJanuary 23, 2021January 23, 2021 by ReportJanuary 23, 2021January 23, 2021010 ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା...
ଅପରାଧଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ: ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲReportJanuary 23, 2021 by ReportJanuary 23, 2021012 ନୂଆଦିଲ୍ଲୀ: ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଦୁଇ ବର୍ଷ କାରା ଦଣ୍ଡରେ...
ଅପରାଧବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଉପରେ ଚଢାଉ, ବ୍ୟବସାୟୀ ଅଟକReportJanuary 23, 2021 by ReportJanuary 23, 2021037 (ବ୍ରହ୍ମପୁର): ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଠାବ ହୋଇଛି । ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ ମହଲା ଘରେ ଚାଲିଥିବା ଗୁଟଖା କାରଖାନା ଉପରେ...
ଅପରାଧସୁନା ଦୋକାନରୁ ଲୁଟReportJanuary 23, 2021 by ReportJanuary 23, 202109 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ସୁନା ଦୋକାନରୁ ସଟର ତାଡି ଲୁଟ । ଗଞ୍ଜାମ ଜିଲ୍ଲା ଚିକିଟ ବ୍ଲକ ନୂଆଗାଁ ଥାନା ଚିକିଟି ପେଣ୍ଠ ସୁନା ଦୋକାନରୁ ଲୁଟ୍ ହୋଇଛି । ଦୋକାନ କବାଟ ତାଡି...
ଅପରାଧପୁଣି ରିମାଣ୍ଡରେ କିଡନୀ ଦଲାଲ, ଫିଟୁଛି ଗୁମରReportJanuary 23, 2021 by ReportJanuary 23, 202105 (ସରୋଜ କୁମାର ରାଉତ/ଭୁବନେଶ୍ୱର): କିଡନୀ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ସମୟରେ ଠକେଇ ଘଟଣାରେ ଆଉ କାହାର ସମ୍ପୃକ୍ତି...
ଅପରାଧଶମୀବୃକ୍ଷ ମଠରେ ରୋଷେୟାଙ୍କୁ ଆକ୍ରମଣReportJanuary 23, 2021 by ReportJanuary 23, 2021094 (ଦୀପକ ମିଶ୍ର /ଉଦଳା): ମଠ ଭିତରେ ପଶି ରୋଷେୟାଙ୍କୁ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମିବୃକ୍ଷ ମଠରେ କାର୍ଯ୍ୟ କରୁଥିବା ରୋଷେୟାଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି...
ଅପରାଧ ଓଡିଶା ବୋହୂକୁ ଦୁଷ୍କର୍ମ ଉଦ୍ୟମ କରି ଶ୍ୱଶୁର ଅଟକReportJanuary 23, 2021 by ReportJanuary 23, 2021018 ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଳକର ଇଟ୍ଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତ ମହିଳା ଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ବିବାହିତ ମହିଳା ଜଣଙ୍କର...
ଅପରାଧ୧୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫReportJanuary 23, 2021 by ReportJanuary 23, 2021021 (ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଅବକାରୀ ବିଭାଗ ଜବତ କରିଛି ବ୍ରାଉନସୁଗାର ।ପିପିଲି ହରିପୁର ଗ୍ରାମ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ୩୦ ଗ୍ରାମ ଓ ଡେଲାଙ୍ଗ ଥାନା ସେବକ ସାହି ପାଟଣାର ରାମଚନ୍ଦ୍ର...
ଅପରାଧରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟReportJanuary 23, 2021January 23, 2021 by ReportJanuary 23, 2021January 23, 2021017 (କେନ୍ଦ୍ରାପଡା): ମା’ରାମଚଣ୍ଡୀ ମନ୍ଦିରରୁ ଲୁଟ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ରାମଚଣ୍ଡୀ ମନ୍ଦିରରେ । ଗତକାଲି ବିଳମ୍ବିତ ରାତିରେ ରାମଚଣ୍ଡୀ ମନ୍ଦିର ମୁଖ୍ୟ ଦ୍ୱାର କବାଟ ତାଡି...
ଅପରାଧଗଞ୍ଜେଇ ଭର୍ତ୍ତି କାର ଜବତ କଲା କନୂଆଗାଁ ପୋଲିସReportJanuary 23, 2021 by ReportJanuary 23, 2021018 (ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲଣ । ପୋଲିସ,ଅବକାରୀ ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ...