ଅପରାଧଭିଡିଓ ଭାଇରାଲ କରିବା ଅଭିଯୋଗ ରେ ୪ ଜଣ ଗିରଫReportSeptember 29, 2018 by ReportSeptember 29, 2018046 (ସୌମ୍ୟ ରଂଜନ ସେଠୀ): ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ ଘଟଣାର ଭିଡିଓ ଭାଇରାଲ ହୋଇଛି। ତେବେ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଛାତ୍ରୀଙ୍କ...
ଅପରାଧଦୁର୍ଦାନ୍ତ ଅପରାଧି ମାଧବ ଖୁଣ୍ଟିଆକୁ ଗିରଫ କଲା ଏସଟିଏଫReportSeptember 27, 2018 by ReportSeptember 27, 20180101 (ଆଦର୍ଶ ରାଉତ) : ଦୁର୍ଦାନ୍ତ ଅପରାଧି ମାଧବ ଖୁଣ୍ଟିଆ ଗିରଫ, ମାଧବ ଖୁଣ୍ଟିଆ ସମେତ ତାର ୩ ଜଣ ସହଯୋଗି ମଧ୍ୟ ଗିରଫ କରିଛି କ୍ରାଇମିବ୍ରାଚଂର ଏସଟିଏଫ । ସୂଚନା ମୂତାବକ ବଲାଙ୍ଗିର ରେ...
ଅପରାଧବାହୁବଳୀ ବିଧାୟକଙ୍କ ଗୁଣ୍ଡାଗିରୀ, ସାମ୍ବାଦିକଙ୍କୁ ମାରି କଲେ ଲହୁ ଲୁହାଣReportSeptember 27, 2018 by ReportSeptember 27, 2018075 (ସୌମ୍ୟ ରଂଜନ ସେଠୀ): ଦିନକୁ ଦିନ ବାହୁବଳୀ ବିଧାୟଙ୍କ ଗୁଣ୍ଡାଗିରି ବଢିବାରେ ଲାଗିଛି । କେବେ ଜନସାଧାରଣଙ୍କ ଉପରେ ଗୁଣ୍ଡାଗିରୀ କରୁଛନ୍ତି ତ କେବେ ସରକରୀ ଅଫିସରଙ୍କ ଉପରେ ଗୁଣ୍ଡାଗିରୀ କରୁଛନ୍ତି କିନ୍ତୁ ଆଜି...
ଅପରାଧଘରୁ ଡାକି ନେଇ ହତ୍ୟାReportSeptember 27, 2018 by ReportSeptember 27, 20180124 ( ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ବଅଁରପାଳ ଥାନା ଶାଳଗାଡିଆ ଗ୍ରାମର ଅନ୍ତର୍ଯ୍ୟାମୀ ସାମଲଙ୍କ ପୁଅ ପ୍ରକାଶ ଚନ୍ଦ୍ର ସାମଲଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଗତକାଲି ଥାନାରେ ଅଭିଯୋଗ ହୋଇଥିଲା । ହତ୍ୟାକାରୀକୁ ଗିରଫ...
ଅପରାଧ୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚାଙ୍କ ଥାନା ଘେରାଉReportSeptember 26, 2018 by ReportSeptember 26, 20180102 (ବନବାସି ପ୍ରଧାନ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ପୁଣି ଏକ ଛାତ୍ରୀଙ୍କୁ ଦୁଷ୍କର୍ମ । ବାରମ୍ବାର ଏହି ବ୍ଲକରେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଉଛି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ନାରୀଙ୍କୁ ସରକାର...
ଅପରାଧ୪୦ ଟଙ୍କା ବାଜି ଜିତି ସବୁଦିନ ପାଇଁ ହାରିଗଲେ ଶାମା ସିଜୋଇReportSeptember 26, 2018 by ReportSeptember 26, 20180102 (ସୌମ୍ୟ ରଂଜନ ସେଠୀ) : ଆପଣ ଶୁଣିଥିବେ ନିଶ୍ଚୟ ଝିମିଟି ଖେଳରୁ ମହାଭାରତ, ପୁଣି ସେମିତି ଏକ ଘଟଣା ନଜରକୁ ଆସିଛି ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା...
ଅପରାଧବିଜେପି କର୍ପୋରେଟରଙ୍କ ଘରେ ଦୃର୍ବୁତମାନଙ୍କର ଲଙ୍କା କାଣ୍ଡReportSeptember 26, 2018 by ReportSeptember 26, 2018070 (ଆଦର୍ଶ ରାଉତ): ଭୁବନେଶ୍ୱର ଖାରବେଳନଗର ସ୍ଥିତ ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ଗାଡି ପୋଡିଲେ ଦୁବୃର୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡିକୁ ପୋଡି ଦେଇଛନ୍ତି । ଭୁବନେଶ୍ୱରର...
ଅପରାଧହେଲିକ୍ୟାପଟର ଉଡିବା ଘଟଣା ପାଇଁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକReportSeptember 26, 2018 by ReportSeptember 26, 2018052 (ଆଦର୍ଶ ରାଉତ): ଆଜି ଭୁବନେଶ୍ୱର ଡିଜିପି କ୍ୟାମ୍ପ କାର୍ଯ୍ୟଳୟରେ ଡିଜିପି ରାଜେନ୍ଦ୍ର ଶର୍ମାଙ୍କ ଅଧକ୍ଷତାରେ ଏକ ଜରୁରି ପୂର୍ଣ୍ଣ ବୈଠକ ଅନୁଷ୍ଟିତ ହେଇଥିଲା ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମ୍ୟେନ୍ଦ୍ର ପ୍ରିୟଦର୍ଶିନି, ପୁରି ଏସପି...
ଅପରାଧମହିଳାଙ୍କ ମୃତ୍ୟୁ ଘଟଣାରେ ଜଣେ ଗିରଫReportSeptember 25, 2018 by ReportSeptember 25, 2018049 (ଆଦର୍ଶ ରାଉତ): କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ସୁକଦେବ କେଭେଟକୁ ଗିରଫ କରିଛି ପୋଲିସ । ବିହାରରରୁ ସୁକଦେବକୁ...
ଅପରାଧପୋଲିସ ବିରୁଦ୍ଧରେ ଅସଦାଚାରଣ ଅଭିଯୋଗ ଆଣିଲେ ମହିଳାReportSeptember 25, 2018 by ReportSeptember 25, 2018055 (ଚିତରଞ୍ଜନ ସାହୁ ): ବରଗଡ଼ ଜିଲ୍ଲାର ବରପାଲି ଥାନା ଏଏସଆଇ ପ୍ରମାଦ କୁମାର ପାତ୍ରଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ନେଇ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ବଡ଼ଗାଁ ନିବାସୀ...