Browsing Category

entertainment

କରୋନାରେ କଳାକାର ମୁକେଶ ଖାନ୍ନାଙ୍କର ଭଉଣୀ ପରଲୋକ

(ଦିଲ୍ଲୀ) : ଦେଶରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ଏହି ଧାରାରେ ବଲିଉଡର କଳାକାର ଏବଂ କଳାକାରପରିବାର ବର୍ଗ ଏହି କରୋନା ମହାମାରୀର ଶିକାର ହୋଇଥିବା ନଜର ଆସୁଛନ୍ତି । ସେହିଭଳି ଟିଭି ଧାରାବାହିକ କଳାକାର ମୁକେଶ ଖାନ୍ନାଙ୍କର ଭଉଣୀ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ…
Read More...

କରୋନା ମୁକାବିଲା ପାଇଁ ୧କୋଟି ଟଙ୍କା ସହାୟତା କଲେ ଅନିଲ କପୁର

(ମୁମ୍ବାଇ) : କରୋନାର ଦ୍ୱିତୀୟ ଲହର ଦେଶକୁ ପୂରାପୁରି ଦେଶ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡର ସେଲିବ୍ରେଟମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏସବୁ ମଧ୍ୟରେ ଅନିଲ କପୁର ଏକ ଫାର୍ମା କମ୍ପାନୀ ମ୍ୟାନକାଇଣ୍ଡ ସହ ହାତ ମିଳାଇ ଲୋକଙ୍କୁ ସାହଯ୍ୟ…
Read More...

କରୋନାରେ ଅଭିନେତ୍ରୀ ସମ୍ଭାବନା ସେଠ ବାପାଙ୍କ ପରଲୋକ

(ମୁମ୍ବାଇ) : ଅଭିନେତ୍ରୀ ସମ୍ଭାବନା ସେଠଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଅନେଇ ସୋସିଆଲ ମିଡିଆରେ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ସମ୍ଭାବନାଙ୍କ ପିତା ଏସ.କେ ସେଠ କରୋନାରେ ସଂକ୍ରମିତ ଥିଲେ। ବାପାଙ୍କ ମୃତ୍ୟୁ ପରେ ସମ୍ଭାବନା ଏବଂ ତାଙ୍କ ପରିବାର ଲୋକେ ପୂରାପୁରି ଭାଙ୍ଗି ପଡ଼ିଛନ୍ତି…
Read More...

ଚିକିତ୍ସା ଉପକରଣ ଯୋଗାଇବା ପାଇଁ “ପ୍ରୋଜେକ୍ଟ ହିଲ ଇଣ୍ଡିଆ” ଆରମ୍ଭ କଲେ ଅନୁପମ ଖେର

(ମୁମ୍ବାଇ) : ଦେଶରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସୋନୁ ସୁଦ, ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ସଲମାନ ଖାନ, ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ପରେ ଅଭିନେତା ଅନୁପମ ଖେର ଏବେ ସାହାଯ୍ୟର ହାତ ବଢ଼ାଇଛନ୍ତି । ତେବେ କରୋନା ମହାମାରୀର…
Read More...

ଅଭିନେତା ସୋନୁ ସୁଦ ଓ ସଲମାନ ଖାନ ଦେଶର ପ୍ରଧାନମନ୍ତ୍ରୀ ହେବ ଉଚିତ

(ମୁମ୍ବାଇ) : ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ନିଜର ଭିନ୍ନ ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏବେ ପୁଣି ଏକ ବୟାନ ଦେଇ ପୁଣି ଚର୍ଚାରେ ରାକ୍ଷୀ:- କରୋନା କାଳରେ ଅସହାୟ ଲୋକଙ୍କ ଭଗବାନ ସାଜିଥିବା ବନାଇବାକୁ ଚାହୁଁଛନ୍ତି। ରାକ୍ଷୀଙ୍କ ଏକ ଭିଡ଼ିଓ ସୋସିଆଲ…
Read More...

ମା କାଳୀଙ୍କ ଫୋଟୋ ଯୁକ୍ତ ଜ୍ୟାକେଟ ପିନ୍ଧି ବିବାଦରେ ପ୍ରିୟଙ୍କା

(ମୁମ୍ବାଇ) : ବଲିଉଡର ଚର୍ଚ୍ଚିତ ଚେହେରା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସର୍ବଦା ବହୁତ ସକ୍ରିୟ । ପ୍ରିୟଙ୍କା ନିଜର ଉତ୍ତମ କାର୍ଯ୍ୟ ପାଇଁ ଚର୍ଚାରେ ରହି ଆସନ୍ତି କିନ୍ତୁ ବର୍ତ୍ତମାନ ନିଜର ଫ୍ୟାଶନ୍ ସେନ୍ସ କାରଣରୁ ଅନେକ ସମୟରେ ଟ୍ରୋଲ୍ସଙ୍କ ଦ୍ବାରା ଟାର୍ଗେଟରେ…
Read More...

କୋରୋନା ଯୁଦ୍ଧରେ ସାମିଲ ହେଲେ ହ୍ୟୁମା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦେଶ ସାରା ଲଗାତାର ବ୍ୟାପୁଥିବା କୋରୋନା ମହାମାରୀ ସହ ଲଢିବା ପାଇଁ ସିନେ ଜଗତର ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି । ଆଜି ଏହି ଯୁଦ୍ଧର ଆଉ ଜଣେ ଆଗଧାଡ଼ିର ଯୋଦ୍ଧା ଭାବେ ବଲିଉଡର ହ୍ୟୁମା କ୍ୟୁରେସି ଯୋଗ ଦେଇଛନ୍ତି । ସେଭ ଦ ଚିଲଡ୍ରେନ ନାମକ ଏକ ଏନଜିଓ…
Read More...

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଲବିରା ଅଗ୍ନିହୋତ୍ରିଙ୍କ କରୋନା ପଜିଟିଭ

(ମୁମ୍ବାଇ) : ସାରା ଦେଶରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ତେଣୁ ସଂକ୍ରମଣ ଦୈନିକ ବୃଦ୍ଧି ପାଉଛି । ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ଅଭିନେତା ପର୍ଯ୍ୟନ୍ତ ସମସ୍ତେ କରୋନା ଭାଇରସର ଶିକାର ହେଉଛନ୍ତି। ଏହାରି ମଧ୍ୟରେ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ…
Read More...

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ କରୋନା ସଂକ୍ରମିତ , ହିମାଚଳ ପ୍ରଦେଶ ଯିବାକୁ ଚାହୁଁଥିଲେ

(ମୁମ୍ବାଇ) : କରୋନା ମହାମାରୀ ଦେଶରେ ନିଜର ପ୍ରକୋପ ଜାରି ରଖିଛି । ଏଥିମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ କରୋନା ପଜିଟିଭ ଖବର ଆସିଛି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଥିବା ଏନେଇ ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ କିଛି ଦିନ ହେବ ଥକ୍କା…
Read More...

ଫେରିଲେ ସୁଶାନ୍ତ

ନୂଆଦିଲ୍ଲୀ(ରିପୋଟର୍ସ ଟୁଡେ): ମୃତ୍ୟୁ ପରେ ପୁଣି ଧରାପୃଷ୍ଠକୁ ଫେରିଛନ୍ତି ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ମୃତ୍ୟୁର ୧୧ ମାସ ପରେ ପୁଣି ଥରେ ତାଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏକ ନୂଆ ଅବତାରରେ । ଏହାକୁ ନେଇ ମୃତ୍ୟୁ ପରେ ବି ସେ ଚର୍ଚ୍ଚାର ପରିସରକୁ…
Read More...