ଭାରତନେତାଜୀଙ୍କ ଜୟନ୍ତୀରେ ଭିକ୍ଟୋରିଆ ମେମୋରିଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀReportJanuary 23, 2021 by ReportJanuary 23, 2021011 (କୋଲକାତା): ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀକୁ ଚଳିତବର୍ଷ ଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ ହୋଇଛିା ।...
ଭାରତଚୀନ ଆକ୍ରାମକ ହେଲେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ବାୟୁସେନା ମୁଖ୍ୟReportJanuary 23, 2021 by ReportJanuary 23, 2021018 ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ବାୟୁ ସେନା ମୁଖ୍ୟ ଆର କେ ଏସ ବଦୋରିଆ କହିଛନ୍ତି, ଭାରତରେ ୮ଟି ରାଫେଲ ବିମାନ ପହଞ୍ଚି ସାରିଛି ଓ ଜାନୁଆରୀ ଶେଷ ସୁଦ୍ଧା ଆଉ ତିନିଟି ରାଫେଲ...
ଭାରତବଜେଟ ପୂର୍ବରୁ ଅର୍ଥ ମନ୍ତ୍ରାଳୟ କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣReportJanuary 23, 2021 by ReportJanuary 23, 2021019 (ନୂଆଦିଲ୍ଲୀ): ଅର୍ଥ ମନ୍ତ୍ରାଳୟରେ ଶନିବାର ହାଲୱା ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ସୀତାରମଣ...
ଭାରତ ରାଜନୀତିଗୋଟିିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀReportJanuary 23, 2021 by ReportJanuary 23, 2021027 ଭୁବନେଶ୍ୱର : ଆସନ୍ତାକାଲି ଗୋଟିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି । ଏହା ଜାଣିବା ପରେ ଫିଲ୍ମ ‘ନାୟକ’ କଥା ହୁଏତ ଆପଣଙ୍କ ମନେପଡୁଥିବ, ଯେଉଁଠି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ...
ଭାରତପାକିସ୍ତାନ ସୀମାରେ ୧୫୦ ମିଟର ଲମ୍ବ ସୁଡଙ୍ଗ ଠାବReportJanuary 23, 2021 by ReportJanuary 23, 202108 (ନୁଆଦିଲ୍ଲୀ): ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଲଗାତାର ଭାବେ ପଣ୍ଡ ହେଉଛି । ସୀମାରେ ମୁତୟନ ସେନାର ଦୃଢ ଜବାବ ପରେ ଏବେ ଆତଙ୍କୀାମାନେ ଭାରତକୁ ପ୍ରବେଶ କରିବାରେ ବିଫଳ ହେଉଛନ୍ତି । ଗତ...
ଭାରତଆସାମରେ ଭୁମିହୀନଙ୍କୁ ଜମିପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦିReportJanuary 23, 2021 by ReportJanuary 23, 2021015 (ଦିସପୁର): ପଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ମୂଳ ଅଧିବାସୀଙ୍କୁ ଶନିବାର ଜମିପଟ୍ଟା ବଣ୍ଟନ କରିଛନ୍ତି । ଆଜି କୋଲକାତା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରରେ ପହଞ୍ଚି ଦେଢ...
ଭାରତରାଞ୍ଚିରୁ ଦିଲ୍ଲୀ ଏମ୍ସକୁ ଲାଲୁଙ୍କୁ ସ୍ଥାନାନ୍ତରReportJanuary 23, 2021January 23, 2021 by ReportJanuary 23, 2021January 23, 2021019 ପାଟନା: ଆରିଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ତାଙ୍କ ସଙ୍କଟାପନ୍ନ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ରାଞ୍ଚି ରିମ୍ସଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି। ରିମ୍ସ ମେଡିକାଲ...
ଭାରତପାଟନା ୱେୟାର ହାଉସରେ ଅଗ୍ନିକାଣ୍ଡReportJanuary 23, 2021 by ReportJanuary 23, 2021018 ପାଟନା: ଶନିବାର ଦିନ ପାଟନାର ଦିଦାରଗଞ୍ଜ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ସ୍କ୍ରାପ ୱେୟାର ହାଉସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁରେ ୱେୟାର ହାଉସ ସଂଲଗ୍ନ...
ଭାରତସେନା ମହିଳା କର୍ମଚାରୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥReportJanuary 23, 2021 by ReportJanuary 23, 2021013 ନୂଆଦିଲ୍ଲୀ: ସେନାର ବହୁ ମହିଳା ଅଧିକାରୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେନାର ଅଣ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟକରୁଥିବା ମହିଳାଙ୍କୁ ପୁରୁଷ କର୍ମଚାରୀଙ୍କ ଭଳି ସମାନ ସ୍ଥାୟୀ ଆୟୋଗ ପ୍ରଦାନ କରିବାକୁ ସୁପ୍ରିମ...
ଭାରତନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଶଗଡରେ ଆସିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀReportJanuary 23, 2021January 23, 2021 by ReportJanuary 23, 2021January 23, 202105 (ସୁରଟ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଆଜି କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସି...