ଭାରତଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ସାମିଲ ନହେଲେ ଜୋରିମାନା ଭରିବେ ଚାଷୀReportJanuary 14, 2021 by ReportJanuary 14, 2021025 (ଚଣ୍ଡିଗଡ): କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକମାନେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନକୁ ତୀବ୍ର କରିବାକୁ ପୂର୍ବରୁ ଥରେ ଟ୍ରାକ୍ଟର ରାଲି କରିଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖରେ ପୁଣି...
ଭାରତହରିଆଣାରୁ ହିସାର ଏୟାର ଟ୍ୟାକ୍ସି ସେବା ଆରମ୍ଭReportJanuary 14, 2021 by ReportJanuary 14, 2021022 (ଚଣ୍ଡିଗଡ): କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶରେ ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚଣ୍ଡିଗଡ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ...
ଭାରତଜାନୁଆରୀ ୩୦ରୁ ଆରମ୍ଭ ହେବ ପୋଲିଓ ଟିକାକରଣReportJanuary 14, 2021 by ReportJanuary 14, 2021033 (ନୁଆଦିଲ୍ଲୀ) : ଜାନୁଆରୀ ୩୦ ତାରିଖରୁ ଦେଶବ୍ୟାପୀ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୁଚନା ମିଳିଛି । ପୂର୍ବରୁ ଜାନୁଆରୀ...
ଭାରତଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡReportJanuary 14, 2021 by ReportJanuary 14, 2021021 ନୂଆଦିଲ୍ଲୀ: ଗୁରୁବାର ଅପରାହ୍ନରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ । ହସ୍ପିଟାଲର ୪ର୍ଥ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି...
ଭାରତକୃଷି ଆଇନର ଆଲୋଚନା ପାଇଁ ଗଠିତ କମିଟିରୁ ଓହରିଲେ ଭୁପିନ୍ଦର ସିଂହ ମାନReportJanuary 14, 2021 by ReportJanuary 14, 2021018 (ନୁଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ୪ ଜଣିଆ କମିଟିରୁ ଭୂପିନ୍ଦର ସିଂହ ମାନ ଗୁରୁବାର ଓହରି ଯାଇଛନ୍ତି ।...
ଭାରତହ୍ୱାଟସଆପ ଅପଡେଟ ନୋଟିଫିକେସନକୁ କେନ୍ଦ୍ର ସମୀକ୍ଷା କରୁଛିReportJanuary 14, 2021 by ReportJanuary 14, 2021022 ନୂଆଦିଲ୍ଲୀ: ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ଚିନ୍ତାରେ ହ୍ୱାଟ୍ସଆପ ବ୍ୟବହାରକାରୀ । ବିଭିନ୍ନ ଏକ୍ସପର୍ଟ ଏହାକୁ ନେଇ ପ୍ରଶ୍ନ କରିବା ପରେ କେନ୍ଦ୍ର ସରକାର ଅପଡେଟ ପଲିସି ବାବଦରେ ସମୀକ୍ଷା କରୁଛନ୍ତି। ବିଭିନ୍ନ ହ୍ୱାଟସଆପ...
ଭାରତଦିଲ୍ଲୀରେ ସପ୍ତାହରେ ୪ ଦିନ ହେବ ଟିକାକରଣReportJanuary 14, 2021 by ReportJanuary 14, 2021025 ନୂଆଦିଲ୍ଲୀ: ଆସନ୍ତା ୧୬ରୁ ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ। ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ଉଦଘାଟନ କରିବେ। ଦିଲ୍ଲୀରେ ଟିକାକରଣକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ଭାରତନେପାଳ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ: ଟୀକା ସହ ମ୍ୟାପକୁ ନେଇ ହେବ ଆଲୋଚନାReportJanuary 14, 2021 by ReportJanuary 14, 2021023 କାଠମାଣ୍ଡୁ: ଆଜି ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଜବାଲୀ ଭାରତ ଗସ୍ତରେ ଆସୁଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମାଓଲିଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଦୀପ ଜବାଲୀ ଆଜି ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
ଭାରତକୃଷି ଆଇନର କପି ପୋଡି ଲୋହରି ପାଳିଲେ ଚାଷୀReportJanuary 13, 2021 by ReportJanuary 13, 2021010 (ନୁଆଦିଲ୍ଲୀ): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ ସିଂଘୁ ସୀାମାରେ ଆନ୍ଦୋଳନ ଚଳାଇଛନ୍ତି । ଏହି ଆଇନକୁ ପ୍ରତ୍ୟାହାର ଦାବି ଜିଦରେ ଅଟଳ ରହିଛନ୍ତି କୃଷକ । ସରକାରଙ୍କ ସହ ଏନେଇ ବାରମ୍ବାର...
ଭାରତବାୟୁସେନାରେ ସାମିଲ ହେବ ୮୩ଟି ତେଜସ ବିମାନReportJanuary 13, 2021January 13, 2021 by ReportJanuary 13, 2021January 13, 202108 (ନୁଆଦିଲ୍ଳୀ) : ଭାରତୀୟ ବାୟୁସେନାରେ ସାମିଲ ହେବ ୮୩ଟି ତେଜସ ବିମାନ । ଭାରତ ସରକାର ୪୮ ହଜାର କୋଟି ଟଙ୍କାର ୮୩ଟି ତେଜସ ବିମାନ କିଣିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ...