ଭାରତମେଘାଳୟ ହାଇକୋର୍ଟ ଜଜ ଏସ ଆର ସେନଙ୍କ ବିବାଦୀୟ ମନ୍ତବ୍ୟReportDecember 13, 2018December 13, 2018 by ReportDecember 13, 2018December 13, 2018048 (ରିପୋର୍ଟସ ଟୁୁଡ଼େ) ମେଘାଳୟ ହାଇକୋର୍ଟଙ୍କ ଜଣେ ଜଜ ଏକ ମାମଲାର ଶୁଣାଣୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଜଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ମାମଲା ସହିତ...
ଭାରତଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ ପାଇଲେ ୪୫୨ କୋଟିର ଉପହାରReportDecember 13, 2018December 13, 2018 by ReportDecember 13, 2018December 13, 2018043 (ରିପୋର୍ଟସ ଟୁଡେ)ଭାରତର ସବୁଠାର ବଡ଼ ଶିଳ୍ପପତି ଏବଂ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ବୁଧବାର ରାତି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ପୀରାମଲ ଗ୍ରୁପର କାର୍ୟ୍ୟକାରୀ ନିର୍ଦ୍ଦେଶକ...
ଭାରତପାର୍ଲାମେଣ୍ଟ ଆକ୍ରମଣକୁ ପୁରିିଲା ୧୭ ବର୍ଷReportDecember 13, 2018 by ReportDecember 13, 2018038 (ରିପୋର୍ଟସ ଟୁଡ଼େ)ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ପୁରିଲା ୧୭ବର୍ଷ । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫ ଜୈଶ୍-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପାର୍ଲାମେଣ୍ଟ ପରିସରରେ ଦୀର୍ଘ ୪୫ ମିନିଟ୍ ଧରି ଜାରି...
ଭାରତଭାରତରେ ଭିସାର କଂଟାକ୍ଟ ଲେସ୍ କାର୍ଡ ସଂଖ୍ୟା ୨୦ ନିୟୁତ ଟପିଲାReportDecember 12, 2018 by ReportDecember 12, 2018083 (ଅଜୟ ମିଶ୍ର): ଭାରତରେ ଭିସାର ପକ୍ଷରୁ ବ୍ୟବହାର କରାଯାଉଥିବା କଂଟାକ୍ଟଲେସ୍ କାର୍ଡ ସଂଖ୍ୟା ୨୦ ନିୟୁତ ଟିପିଛି । ୨୦୧୫ରେ ଏହା ପ୍ରଥମେ କଂଟାକ୍ଟଲେସ୍ କାର୍ଡର ପ୍ରଚଳନ କରିଥିଲା । ଭାରତରେ କଂଟାକ୍ଟଲେସ୍ ପେମେଂଟ୍...
ଭାରତଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଆକ୍ରମଣରେ ୩ ପୁଲିସ୍ ସହିଦReportDecember 11, 2018 by ReportDecember 11, 2018026 (ଋିପୋର୍ଟସ ଟୁଡେ) ଜମ୍ମୁ-କଶ୍ମୀରର ସୋପିଆଁଠାରେ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ୩ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ସୋପର ଅଞ୍ଚଳର...
ଭାରତଡ଼ଙ୍ଗା ବୁଡି, ତିନି ମୃତ ୫ ନିଖୋଜReportDecember 11, 2018 by ReportDecember 11, 2018042 (ରିପୋର୍ଟସ ଟୁଡ଼େ): ଆହ୍ଲାବାଦ ଠାରେ ଯମୁନା ନଦୀରେ ଡଙ୍ଗା ବୁଡ଼ିଯିବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୋମବାର ସଂନ୍ଧ୍ୟାରେ ଏହି ଅଘଟଣ ଘଟିଛି । ଛଅ ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିବା...
ଭାରତଇଣ୍ଡିଗୋ ଏୟାର ଲାଇନ୍ସର ବିମାନରେ ଧୂଆଁReportDecember 11, 2018December 11, 2018 by ReportDecember 11, 2018December 11, 2018051 (ରିପୋର୍ଟସ ଟୁଡ଼େ) ସୋମବାର ରାତିରେ ଇଣ୍ଡିଗୋ ଏୟାର ଲାଇନ୍ସର ହଠାତ୍ ଧୂଆଁ ବାହାରିଥିଲା । ପ୍ରାୟ ୧୩୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ହଠାତ୍ ଧୂଆଁ ବାହାରିବାରୁ କୋଲକତାରେ...
ଭାରତପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସୁର୍ଜିତ୍ ଭଲ୍ଲାଙ୍କ ଇସ୍ତଫାReportDecember 11, 2018 by ReportDecember 11, 2018059 (ରିପୋର୍ଟସ ଟୁଡ଼େ) ଡ଼ିସେମ୍ବର ୧ ତାରିଖରୁ ପ୍ରଧାନମନ୍ତ୍ରୀ ଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଥିବା କଥାଖ୍ୟାତନାମା ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ସୁର୍ଜିତ୍ ଭଲ୍ଲା କହିଛନ୍ତି। ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ମାସେ ବ୍ୟାପିଆଲୋଚନା...
ଭାରତ ରାଜନୀତିରାହୁଲଙ୍କୁ ମିଳିବ ଅଧ୍ୟକ୍ଷ ପଦର ପ୍ରଥମ ବର୍ଷ ପୂର୍ତ୍ତିର ଉପହାରReportDecember 11, 2018 by ReportDecember 11, 2018050 ( ରିପୋର୍ଟସଟୁଡେ): ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ବା ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପଦର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆଜି ଦିନରେ...
ଭାରତ ରାଜନୀତିମଉଳିଲା ପଦ୍ମ ଉଠିଲା ହାତReportDecember 11, 2018 by ReportDecember 11, 2018064 (ରିପୋର୍ଟସ ଟୁଡେ) ରାଜସ୍ଥାନ ଏବଂ ଛତିଶଗଡ ପରେ ମଧ୍ୟପ୍ରଦେଶରେ ମଧ୍ୟ କରିସ୍ମା କଲା କଂଗ୍ରେସ । ପ୍ରାରମ୍ଭିକ ଟ୍ରେଣ୍ଡର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ବିଜେପିକୁ ପଛରେ ପକାଇ ଆଗକୁ ବଢି ଚାଲିଛି କଂଗ୍ରେସ ।...