ଭାରତଆଜି ସଶସ୍ତ୍ର ସେନା ପତାକା ଦିବସReportDecember 7, 2018 by ReportDecember 7, 20180132 (ରିପୋର୍ଟସ ଟୁଡ଼େ): ଆଜି ସଶସ୍ତ୍ର ସେନା ପତାକା ଦିବସ । ସଶସ୍ତ୍ର ସେନା ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶିତ କରିବାର ଦିନ ଅଟେ। ଏହାକୁ ପ୍ରତିବର୍ଷ ସଶସ୍ତ୍ର ସେନା ପତାକା ଦିବସ ଭାବରେ ପାଳନ...
ଭାରତରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ପାଇଁ ମତଦାନ ଆରମ୍ଭReportDecember 7, 2018 by ReportDecember 7, 20180126 (ରିପୋର୍ଟସ ଟୁଡ଼େ): ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ଯାଇଛି । ତେଲେଙ୍ଗାନାରେ ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦନା ପ୍ରକ୍ରିୟା ଆରମ୍ଭ ହୋଇଥିବା...
ଭାରତଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡ଼ିଲା ଏୟାର ଏସିଆ ବିମାନReportDecember 7, 2018 by ReportDecember 7, 2018065 (ରିପୋର୍ଟସ ଟୁଡ଼େ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍ କୁ ଊଡ଼ିଲା ଏୟାର ଏସିଆ ବିମାନ । ପ୍ରଥମ ଥର ପାଇଁ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ଏୟାର ଏସିଆ ବିମାନ ସେବା ଯୋଗାଇଛି ।...
ଭାରତସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ପ୍ରସଙ୍ଗରେ ନ୍ୟାୟାଳୟରେ ଶୁଣାଣି ଆରମ୍ଭReportDecember 6, 2018 by ReportDecember 6, 2018050 (ରିପୋର୍ଟସ ଟୁଡ଼େ): ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଠାରୁ ଅଧିକାର ଫେରାଇ ନେବା ଏବଂ ତାଙ୍କୁ ଛୁଟିରେ ପଠାଇବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ନ୍ୟାୟଳୟରେ ଶୁଣାଣି ଆରମ୍ଭ ହୋଇ ଯାଇଛି ।...
ଭାରତଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ରେ ସିଲିଣ୍ଡର ଫାଟି ଜଣେ ମୃତReportDecember 6, 2018 by ReportDecember 6, 2018057 (ରିପୋର୍ଟସ ଟୁଡ଼େ)ବେଙ୍ଗାଲୁରୁ ସଦାଶିବ ନଗର ଥାନା ଅନ୍ତର୍ଗତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ରେ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ସୂଚନା...
ଭାରତବାବ୍ରୀ ମସଜିଦ୍ ଭଙ୍ଗାରୁଜ ଘଟଣାକୁ ପୂରିଲା ୨୬ ବର୍ଷReportDecember 6, 2018 by ReportDecember 6, 2018067 (ରିପୋର୍ଟସ ଟୁଡ଼େ): ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାକୁ ଆଜି ୨୬ ବର୍ଷ ପୂରିଛି । ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏହି ପରିପ୍ରେକ୍ଷୀରେ ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରି ଦିଆଯାଇଛି...
ଭାରତମସ୍ତନାମ୍ମାଙ୍କର ୧୦୭ ବର୍ଷ ବୟସରେ ପରଲୋକReportDecember 5, 2018 by ReportDecember 5, 20180132 (ଋିପୋର୍ଟସ ଟୁଡେ): ନିଆରା ଶୈଳୀରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ୟୁଟ୍ୟୁବ୍ରେ ଚର୍ଚ୍ଚାର ପରିସରକୁ ଆସିଥିବା ମସ୍ତନାମ୍ମାଙ୍କର ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାର ଗୁଡିଓ୍ବାଡା ଗ୍ରାମରେ ୧୦୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ...
ଭାରତଅପରାଧରେ ଲଗିବ ଅଙ୍କୁଶReportDecember 5, 2018 by ReportDecember 5, 2018053 (ଋିପୋର୍ଟସ ଟୁଡେ) ଦେଶରେ ଘଟୁଥିବା ବିଭିନ୍ନ ଅପରାଧରେ ଅଙ୍କୁଶ ଲଗାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ଯୋଜନା। ଏହି ଯୋଜନା ଅନ୍ତର୍ଗତ ୮୦ ଲକ୍ଷ ଅପରାଧୀଙ୍କ ଫିଙ୍ଗର ପ୍ରିଣ୍ଟ୍ ସମ୍ବଳିତ...
ଭାରତସାବରୀମାଳା ମନ୍ଦିର ପ୍ରସଙ୍ଗ- ଆନ୍ଦୋଳନରେ ଛୋଟ ପିଲାଙ୍କୁ ସାମିଲReportDecember 5, 2018 by ReportDecember 5, 2018067 (ରିିପୋର୍ଟସ ଟୁଡ଼େ): କେରଳରେ ଥିବା ସାବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏହାକୁ ଆୟପ୍ପା ଭକ୍ତମାନେ ବିରୋଧ କରୁଛନ୍ତି। ସାବରିମାଲା ମନ୍ଦିରର ପରମ୍ପରାକୁ ସମର୍ଥନ କରୁଥିବା ଲୋକେ...
ଭାରତକୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ସଚିବ କେସି ସମରିଆଙ୍କୁ ୩ ବର୍ଷ ଜେଲ ଦଣ୍ଡReportDecember 5, 2018 by ReportDecember 5, 2018058 (ରିପୋର୍ଟସ ଟୁଡ଼େ): ଦିଲ୍ଲୀର ପାତିଆଲା ହାଉସ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି କୋଇଲା ଦୁର୍ନୀତି ମାମଲାରେ ଦଣ୍ଡବିଧାନ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ୍ ଭାରତ ପରାଶର ଏହି ମାମଲରେ ଦୁର୍ନୀତି...