Browsing Category
ଓଡିଶା
୨ ବାଇକ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର
ଉଦଳା(ଦୀପକ ମିଶ୍ର): ୨ ବାଇକ ମୁହାଁମୁହିଁ ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି | ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୋନ ଡ୍ୟାମରେ | ସୋନ ଡ୍ୟାମ ରାସ୍ତାରେ ଔପଦା ଥାନା ମଡିଚୁଆ ଗ୍ରାମର ଲାଦୁରା ହୋ ଏବଂ ତାଙ୍କ ମାଆ ବୁଧୁନି ହୋ ବାଇକରେ ଶରତ ଅଭିମୁଖେ…
Read More...
Read More...
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ମହାସଂଘ ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ
ଭୁବନେଶ୍ୱର : ବିଶ୍ୱକପ ହକିପାଇଁ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆନ୍ତର୍ଜାତିକ ହକି ମହାସଂଘ ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍ଆଇଏଚ୍ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା…
Read More...
Read More...
କପିଳାଶରେ ଧାନବେଣୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ
ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଶୀତ ସରି ସରି ଯାଉଛି । ଫଗୁଣର ଆଗମନକୁ ଅପେକ୍ଷା କରି ରହିଛି ଧରିତ୍ରୀ । ଅମଳ ସରିଛି । ଗ୍ରାମରୁ ପଲ୍ଲୀ ମକର ପର୍ବ ଅବସରରେ ଖୁସିର ମାହଲ ।ଚାରିଆଡେ ଖେଳକୁଦ ଚାଲିଛି । ସେହି ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଭୁଟ କାବାଦି ପଞ୍ଚାୟତର…
Read More...
Read More...
ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର
ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ | ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ…
Read More...
Read More...
୫ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF ଟିମ୍
ଭୁବନେଶ୍ୱର : ପାଞ୍ଚ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ପୋଲିସ । ୫ ହଜାର ୨ଶହ ୫୭ କେଜି ଗଞ୍ଜେଇ ଏବଂ ୧ ହଜାର ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତଗର୍ତ ଟାଙ୍ଗିଆ ପଡା ଠାରେ ଥିବା ସାନି କ୍ଲିନି ପ୍ରାଇଭେଟ ଲିମିଟେଡରେ ପୋଡି ନଷ୍ଟ କରିଛି…
Read More...
Read More...
ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ ବରିଷ୍ଠ କିରାଣୀ
କେନ୍ଦୁଝର : ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ | ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦…
Read More...
Read More...
ଅଲମ୍ପିଆନ ପ୍ରବୋଧ ତୀର୍କୀଙ୍କ ଘରୁ ଚୋରୀ ଘଟଣାରେ ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଅଲମ୍ପିଆନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣା ୫ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ Iମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା, ଚିତ୍ତ ଦଳେଇ ଗିରଫ Iଏମାନଙ୍କ ନାଁ କମିସନରେଟ…
Read More...
Read More...
ଆଜି ବିଆରଏସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ
ଭୁବନେଶ୍ୱର : ଆଜି ବିଆରଏସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ | ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ | ଏଥିସହ ପୂର୍ବତନ ମନ୍ତ୍ରି…
Read More...
Read More...
କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ…
ଭୁବନେଶ୍ୱର: ଲଞ୍ଚ ହେଲା ଇନକୋଭାକ୍ । ତେବେ ଡିସେମ୍ବରରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ, ଭ୍ୟାକସିନକୁ ସରକାର ୩୨୫ ଟଙ୍କା ହିସାବରେ ବିକ୍ରି କରିବେ । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ…
Read More...
Read More...
ଓଡ଼ିଶା ପୁଲିସକୁ ବଡ଼ ସଫଳତା : ଆତ୍ମସମର୍ପଣ କଲେ ୩ ମାଓବାଦୀ
ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦେଶକ, ଏଡିଜି…
Read More...
Read More...