ଓଡିଶାକୃଷ୍ଣସାର ମୃଗଙ୍କ ପାଇଁ ପ୍ରସିଦ୍ଧ ଭେଟନଇ ଗାଁReportJanuary 16, 2021 by ReportJanuary 16, 2021022 (ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଂଜାମ ଜିଲ୍ଲା ଆସିକାର ଭେଟନଇ ଗାଁ ଏବେ ସାରା ରାଜ୍ୟରେ ବେଶ ସୁନାମ ଅର୍ଜନ କରିଛି । କାରଣ ଏହି ଗାଁ ନିକଟରେ ଥିବା କଙ୍କଣଦେବୀ ପାହାଡର ପାଦ ଦେଶରେ ଶହ...
ଓଡିଶାଆଜି ମହାନଦୀ ଜଳବିବାଦ ମାମଲାର ଶୁଣାଣିReportJanuary 16, 2021January 16, 2021 by ReportJanuary 16, 2021January 16, 2021012 ଭୁବନେଶ୍ୱର : ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି କରାଯିବ । ଓଡିଶା ଓ ଛତିଶଗଡ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ ଟ୍ରିବ୍ୟୁନାଲ କମନ୍ ଇନଫରମେସନ ଫର୍ମାଟ ଚୂଡାନ୍ତ କରିବା...
ଓଡିଶା ଭାରତ ରାଜନୀତିନବୀନ ହେଲେ ନଂ ୧ReportJanuary 15, 2021 by ReportJanuary 15, 2021021 ନୂଆଦିଲ୍ଲୀ : ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ଓ ଏବିପି ପକ୍ଷରୁ କରାଯାଇଥିବା “ଦେଶ୍ କା ମୁଡ୍’’ ସର୍ଭେରୁ ଏହା ଜଣାପଡ଼ିଛି ।...
ଓଡିଶାସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ ଲାଇନReportJanuary 15, 2021January 15, 2021 by ReportJanuary 15, 2021January 15, 2021017 (ଭୁବନେଶ୍ୱର/ ରିପୋଟର୍ସ ଟୁଡେ): କରୋନା କଟକଣା ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ କୋଭିଡ କଟକଣା ସମ୍ପର୍କରେ...
ଓଡିଶାଭଙ୍ଗା ହେଲା ବେଆଇନ ଇଟାଭାଟିReportJanuary 15, 2021 by ReportJanuary 15, 2021097 (ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଇଟାଭାଟିକୁ ନଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଜଗନ୍ନାଥପ୍ରସାଦ ରାଜସ୍ୱ ବିଭାଗ ବେଆଇନ ଇଟାଭାଟିଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ...
ଓଡିଶାବେଆଇନ୍ ପୋଡା ମୋବିଲ କାରଖାନାରେ ଅଗ୍ନିକାଣ୍ଡReportJanuary 15, 2021 by ReportJanuary 15, 2021029 ରାଉରକେଲା : ରାଉରକେଲା ରେ ଥିବା ପୋଡା ମୋବିଲ କାରଖାନାରେ ଅଗ୍ନିକାଣ୍ଡ । ବ୍ରାମଣି ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡି ଖଇରବନ୍ଦରେ ଥିବା ବେଆଇନ୍ ମୋବିଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ପେ।।ଡା...
ଓଡିଶାଟିକାକରଣର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲReportJanuary 15, 2021 by ReportJanuary 15, 2021021 ଭୁବନେଶ୍ୱର : ବହୁ ପ୍ରତିକ୍ଷିତ କୋଭିଡ-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି...
ଓଡିଶାସାଂସ୍କୃତିକ ଅନୁଷ୍ଠାନର ଷ୍ଟୁଡିଓ ଉଦଘାଟିତReportJanuary 15, 2021January 15, 2021 by ReportJanuary 15, 2021January 15, 2021036 (ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ନୃତ୍ୟ, ଗୀତ ଓ ଅଭିନୟର ଅଗ୍ରଣୀ ଅନୁଷ୍ଠାନ “ମୁଭ ଦି ୱାର୍ଲଡ’ର ଗ୍ରାଣ୍ଡ ସେରେମୋନି ଆୟୋଜିତ ହୋଇ ଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ...
ଓଡିଶାଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତReportJanuary 15, 2021 by ReportJanuary 15, 2021039 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଣଛାଇ ଗାଁରେ ଘଟିଛି ଦୁଃଖଦ ଘଟଣା । ପଥର ବୋଝେଇ କରି ଆସୁଥିବାବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର...
ଓଡିଶାବକେୟା ଟଙ୍କା ନ ପାଇ ଗାଡି ଅଟକ ରଖିଲେ କପା ଚାଷୀReportJanuary 15, 2021 by ReportJanuary 15, 2021018 (ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଚାଷୀ କେତେ ଯେ କଷ୍ଟ କରି ଫସଲ ଉପୁଜାଇଲେ ମଧ୍ୟ ତାର ଉଚିତ ପାରିଶ୍ରମିକ ପାଇପାରେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଲାଞ୍ଜିଆପଲ୍ଲୀ...