ଓଡିଶାଆସନ୍ତା କାଲି ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦିReportSeptember 21, 2018 by ReportSeptember 21, 2018088 (ଆଦର୍ଶ ରାଉତ) : ବିଭିନ୍ନ ପ୍ରକଳ୍ପର ଶୁଭରମ୍ଭ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି । ୮.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ଜରୁରୀ କାଳିନ ସୁରକ୍ଷା ନେଇ ଭୂବନେଶ୍ୱରରେ...
ଓଡିଶାକୃଷିଭିତ୍ତିକ ପର୍ବ ‘କରମସାନୀ’ ପୂଜାReportSeptember 21, 2018 by ReportSeptember 21, 20180105 କୃଷିଭିତ୍ତିକ ପର୍ବ ‘କରମସାନୀ’ ପୂଜା...
ଓଡିଶାପୁଣି ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇପାରେReportSeptember 21, 2018 by ReportSeptember 21, 2018070 (ରିପୋର୍ଟସଟୁଡେ): ସାମୁଦ୍ରିକ ଝଡ଼ ‘ଡାଏ’ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ୩୦ ମିନିଟ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହି ସାମୁଦ୍ରିକ...
ଓଡିଶାଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ଅନଶନ : ମନୋଜ ବେହେରାReportSeptember 21, 2018 by ReportSeptember 21, 20180126 ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ଅନଶନ : ମନୋଜ ବେହେରା...
ଓଡିଶାଓଡିଶା ଆସିବେ ରାହୁଲReportSeptember 21, 2018 by ReportSeptember 21, 2018051 (ମମତା ସାମଲ): କଂଗ୍ରେସର ମିଶନ ଓଡିଶା । ରାଜ୍ୟରେ ସଂଗଠନକୁ ସଜାଡିବା ପାଇଁ କେନ୍ଦ୍ରୀୟ ନେତାଙ୍କ ପ୍ରୟାସ । ଆସନ୍ତା ଅକ୍ଟୋବରରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି । ସେହିପରି ଆଉ...
ଓଡିଶାଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀReportSeptember 21, 2018 by ReportSeptember 21, 2018069 ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ...
ଓଡିଶାରାୟଗଡା କଲେଜରେ ମହାସମାବେଶ ଉତ୍ସବ ପାଳନReportSeptember 21, 2018 by ReportSeptember 21, 2018058 (ମନୋଜ କୁମାର ସାହୁ): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟସରକାରଙ୍କ ଅନୁଦାନ ଘୋଷଣା ପରେ ମହାବିଦ୍ୟାଳୟରେ ମହାସମାବେଶ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସଂସଦ ଏନ୍.ଭାସ୍କର ରାଓ ମୁଖ୍ୟ ଅତିଥି ରୂପେ...
ଓଡିଶାଟଳିଲା ଆଶଙ୍କା : ଏସଆରସିReportSeptember 21, 2018 by ReportSeptember 21, 2018068 ଟଳିଲା ଆଶଙ୍କା : ଏସଆରସି...
ଓଡିଶାକେନାଲରେ ଭାସିଗଲେ ଦୁଇ ଛାତ୍ର, ଜଣେ ଉଦ୍ଧାର …ReportSeptember 21, 2018 by ReportSeptember 21, 20180124 (ତାରାକାନ୍ତ ନାୟକ): କେନ୍ଦ୍ରାପଡା କେନାଲରେ ଗାଧୋଇବା ସମୟରେ ଦୁଇଜଣ ଛାତ୍ର ଭାସିଗଲେ । ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅଢ଼େଇବାଟିଆ ନିକଟରେ। ଆଜି କେନ୍ଦ୍ରାପଡା କେନାଲରେ ଗାଧେଇବା ସମୟରେ ଦୂଇ ଜଣ...
ଓଡିଶାଗାଡି ଖାଲରେ ପଶି ଚାଲିଗଲା ମାଲିକଙ୍କ ଜୀବନReportSeptember 21, 2018 by ReportSeptember 21, 20180420 ( ତାରାକାନ୍ତ ନାୟକ): କଟକ ଜିଲ୍ଲା ଜଗତପୁର ଥାନା ପିରବଜାର ତାରିଣୀ ମନ୍ଦିର ନିକଟରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନେମାଳ ଥାନା ଗୋପିନାଥପୁର ଗାଁର ସୁବାଷ ପ୍ରଧାନ ନିଜ...