ଓଡିଶାପୋଖରୀରେ ବୁଡି ଛାତ୍ର ମୃତReportSeptember 19, 2018 by ReportSeptember 19, 20180148 (ନରୋତ୍ତମ ପଣ୍ଡା): ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଜଣେ ଛାତ୍ର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ରୂପାନନ୍ଦ ସା ବୁଡି ଯାଇଥିବା ଦେଖି ସାଙ୍ଗପିଲାମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ...
ଓଡିଶାଜ୍ଞାନ ବିଜ୍ଞାନ ମେଳାReportSeptember 19, 2018 by ReportSeptember 19, 20180192 (ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ଭାଗ ଓ ବିଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଫେସର ଡ. ପ୍ରଣତୀ ଦାସ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ...
ଓଡିଶାଲଳିତ କଳା ଏକାଡେମୀର ସଭାପତି ହେଲେ ବାଲୁକା ଶିଳ୍ପୀ ସୁଦର୍ଶନReportSeptember 19, 2018 by ReportSeptember 19, 2018068 (ମମତା ସାମଲ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ରାଜ୍ୟ ଲଳିତା କଳା ଏକାଡେମୀ ସଭାପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ପୂର୍ବରୁ ସେ...
ଓଡିଶାଦଶହରା ପାଇଁ ପ୍ରଥମ ପ୍ରସ୍ଥୁତି ବୈଠକReportSeptember 19, 2018 by ReportSeptember 19, 2018073 (ସୌମ୍ୟ ରଂଜନ ସେଠୀ ): ଆଗକୁ ଆସୁଛି ଦଶହରା । ଶାରଦୀୟ ପୂଜାକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ, ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ଦଶହରା ଆଗରୁ...
ଓଡିଶାଶିଳ୍ପ ନଗରୀରେ ଶିଳ୍ପବିନ୍ଧାଣୀReportSeptember 19, 2018 by ReportSeptember 19, 2018061 (ଜଗନ୍ନାଥ ଅଗ୍ରୱଲ) : ଆସିଛି ପାର୍ବଣର ରତୁ ଶରତ, ଆଉ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ବିଶ୍ୱକର୍ମା । ଶିଳ୍ପ ଓ କାରଖାନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା । ସେଥିପାଇଁ ଶିଳ୍ପ...
ଓଡିଶାଶିକ୍ଷକ ଅଭାବରୁ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ଓ ଅଭିଭାବକReportSeptember 19, 2018 by ReportSeptember 19, 2018033 (ବନବାସୀ ପ୍ରଧାନ) : ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ପରଙ୍ଗପାଙ୍ଗା ଓ ଦଡକଙ୍ଗୀଆ ପଞ୍ଚାୟତର ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ୫୯ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟାୟାର ଜାଳି ରାସ୍ତା...
ଓଡିଶାବଜ୍ରପାତରେ ଶତାଧିକ ଗାଈଗୋରୁ ମୃତReportSeptember 19, 2018 by ReportSeptember 19, 2018054 ( ମନୋଜ କୁମାର ସାହୁ) :ଗତକାଲି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରି ପାହାଡର ପାଦ ଦେଶରେ ବ୍ରଜପାତ ହୋଇ ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ହୋଇଛି ।...
ଓଡିଶା୨୧ ରୁ ଭୁବନେଶ୍ୱରରେ ମହାସମାବେଶ ଆରମ୍ଭ କରିବେ ପ୍ରାଥମିକ ଶିକ୍ଷକ ସଙ୍ଘReportSeptember 19, 2018 by ReportSeptember 19, 2018082 (ସୌମ୍ୟ ରଂଜନ ସେଠୀ) : ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣାକୁ ୧୩ ଦିନ ବିତିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦାବିଗୁଡ଼ିକ...
ଓଡିଶାସ୍ଥାୟୀ ବି.ଡି.ଓ.ଙ୍କ ଅଭାବ,ଉନ୍ନତୀ ମୂଳକ କାର୍ଯ୍ୟରେ ବାଧାReportSeptember 19, 2018 by ReportSeptember 19, 2018088 ( ସେକ ମୈହିନୁଲ ହକ) : ବାଣପୁର ଏକ ବୃହତ ପୁରାତନ ବ୍ଲକ,ଏହି ବ୍ଲକରେ୨ଟି ଆଦିବାସି ପଞ୍ଚାୟତ ରହିଛି , ଦୁଃଖର ବିଷୟ ଏଠାରେ ଦୀର୍ଘ ଏକବର୍ଷ ହେବ କୌଣସି ସ୍ଥୟୀ ବି.ଡି.ଓ. ନାହାନ୍ତି...
ଓଡିଶାୱାର୍ଡ ମେମ୍ବରଙ୍କ ମାସିକ ଭତ୍ତା ବୃଦ୍ଧି ଦାବିରେ ବିକ୍ଷୋଭReportSeptember 19, 2018 by ReportSeptember 19, 20180110 (ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ୱାର୍ଡ ମେମ୍ବରଙ୍କ ମାସିକ ଭତ୍ତା ବୃଦ୍ଧି ଦାବିରେ ବ୍ଲକସ୍ତରିୟ ସଂଘର ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଂଘର ସଭାପତି କୀର୍ତ୍ତନ...