Browsing Category

ଓଡିଶା

ଭିନ୍ନକ୍ଷମ ହୋଇ ବି ସକ୍ଷମ

( ଅମରେନ୍ଦ୍ର ଦେହୁରି) : କେନ୍ଦୁଝର ଜିଲ୍ଲା କେରୀ ଗ୍ରାମର ରଘୁନାଥ ମାହାନ୍ତ ଓ ବାସନ୍ତି ମାହାନ୍ତଙ୍କ ଔରଷରୁ ଗଣନାଥଙ୍କର ଜନ୍ମ । ଜନ୍ମରୁ ସେ ଭିନ୍ନକ୍ଷମ ହେଲେ ସୁଦ୍ଧା ଆତ୍ମବିଶ୍ୱାସ ଓ ଦୃଢମନୋବଳ ନିକଟରେ ହାରମାନି ଯାଇଛି ଭିନ୍ନକ୍ଷମ । ସେ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ୨୦୧୩…
Read More...

ବିଜେପି କରିବ ମହିଳାମୋର୍ଚାର ମହାଅଧିବେଶନ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ବିଜେଡିର ମହିଳା ସମାବେଶ ପରେ ଏବେ ବିଜେପି ମହିଳାମୋର୍ଚା ପକ୍ଷରୁ ମହିଳାମାନଙ୍କୁ ନେଇ ଆସନ୍ତା ୩୦ ଓ ୩୧ ତାରିଖରେ ଭୁବନେଶ୍ୱରର ଝାରପଡା ସ୍ଥିତ ପଲ୍ଲବୀ ମଣ୍ଡପରେ କରାଯିବ ମହାଅଧିବେଶନ । ଏଥିରେ ରାଷ୍ଟ୍ରୀୟ ମହିଳାମୋର୍ଚାର ଅଧକ୍ଷା ଯୋଗଦେବାର କାର୍ୟ୍ୟକ୍ରମ…
Read More...

ବାହାରି ପାରୁନି ବିନିକା ସମାଧାନର ବାଟ

( ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ସାମ୍ବାଦିକ ସଂଘର ଧାରଣା ଆଜିକୁ ୨୩ ଦିନରେ ପହଞ୍ଚିଥିବାବେଳେ ଅର୍ଥନୈତିକ ଅବରୋଧ ୪ ଦିନରେ ପହଞ୍ଚିଛି । ଗତକାଲି ବିନିକା ଶାନ୍ତି କମିଟି ଓ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ…
Read More...

ଲଗାଣ ବର୍ଷାରେ ବାଉରୀଜୋର ସେତୁ ଉପରେ ୧୦ ଫୁଟ ପାଣି

(ଓମ୍ ପ୍ରକାଶ ମିଶ୍ର) : ଗତ କିଛିଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମହାନଦୀ ଓ ତେଲନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସୋନପୁର-ରେଢାଖୋଲ କୁ ସଂଯୋଗ କରୁଥିବା ରାସ୍ତା ଜଳମଗ୍ନ ହୋଇପଡିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା…
Read More...

ସାଧନା ଶିଳ୍ପ ତାଲିମକେନ୍ଦ୍ରରେ ପ୍ରବେଶ ଉତ୍ସବ

( ସୁରେଶ କୁମାର ସାମନ୍ତରାୟ) : ବୋଲଗଡ ବ୍ଲକର ଏକମାତ୍ର ସାଧନା ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରବେଶ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୨୦୦୮ ମସିହାଠାରୁ ଆରମ୍ଭ ହୋଇଥିବା ଏହି ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ୧୧ ତମ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟଅତିଥି…
Read More...

ଆଜିଠୁ ବର୍ଷିବ ବର୍ଷା

( ମମତା ସାମଲ) : ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଳାହାଣ୍ଡି, କନ୍ଧମାଳ,ଗଞ୍ଜାମ, କୋରାପୁଟ,…
Read More...

ଭୁଶୁଡି ପଡିଲା ପାଣି ଟାଙ୍କି

( ମମତା ସାମଲ) : ଆଜି ରାଉରକେଲା ଟାଉନସିପରେ ଥିବା ଏକ ୭୦ ଫୁଟ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିଛି । ପାଣି ଟାଙ୍କି ଭୁଶୁଡିବା କାରଣରୁ ତଳେ ଥିବା ୱେସ୍କୋ ଅଫିସ ଚୁରମାର ହୋଇଯାଇଛି । ତେବେ ଏହି ସମୟରେ ଅଫିସରେ କେହି ଥିଲେ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ କିଛି ସାଇକେଲ୍ ଓ ବାଇକ୍…
Read More...

ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

( ସର୍ବେଶ୍ୱର ପାତ୍ର) : ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଠକରଗୋଳା କରଡାପାଳ ଗାଁରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ ହୋଇଛି । ତାଳଚେର ବାଘୁଆବିଲ ଗ୍ରାମର ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ମାଉସୀ ଘର କୁ ଆସିଥିଲେ କରଡ଼ାପାଳ ଗତକାଲି ଅପରାହ୍ନ ରେ ଘର ପାଖରେ ଥିବା ପୋଖରୀ କୁ…
Read More...

ରାଜ୍ୟସ୍ତରୀୟ ଗୋପୂଜା ଗହ୍ମାପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବ୍ଲକର ତେଇଶିପୁର ପଂଚାୟତ ପୋଡଙ୍ଗଠାରେ ରାଜ୍ୟ ସ୍ତରିୟ ଗହ୍ମାପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଯୋଗଦେଲେ…
Read More...

ଜିଲ୍ଲାପାଳ ଙ୍କ ଜରିଆ ରେ ଦାବିପତ୍ର

(ଜଗନ୍ନାଥ ଅଗ୍ରଓାଲ): ଅନୁଗୋଳ ପାଲଲହଡା ଓ କଣିହାଁ ବ୍ଲକ କଳା ସଂସ୍କୃତି ସଂଘର ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିପାଇଁ ଆଜି ସକାଳ ୧୧ ଘଟିକାରେ ଅନୁଗୋଳ ଷ୍ଟାଡିୟମ ଠାରୁ ଦୁଇ ବ୍ଲକର ସମସ୍ତ କଳା,ସଂସ୍କୃତି…
Read More...