Browsing Category

ଓଡିଶା

ରେଳଧାରଣାରେ କଟି ଯୁବକ ମୃତ୍ୟୁ

(ଦିଲ୍ଲୀପ ସାହୁ): ରେଳଧାରଣାରେ କଟି ଯାଇ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କର ପରିଚୟ ମିଳିପାରିନାହିଁ । ଏହି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ଗଣେଶ୍ୱରପୁର ଲେବଲକ୍ରସିଂଠାରେ । ଅପରିଚିତ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ…
Read More...

ବିଜୁ ଯୁବ ବାହାନୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

( ମନୋଜ କୁମାର ଦାସ ) : ବିଜୁ ଯୁବ ବାହିନୀ ତରଫରୁ ବୃକ୍ଷ ରୋପଣ ଜ୍ଝ ଗଞ୍ଜାମ ଜିଲ୍ଲା ସେରଗଡ ବ୍ଲକର କରଡ଼ାକଣା ଗ୍ରାମପଞ୍ଚାୟତ ର ବିଜୁ ଯୁବବାହିନୀ ତରଫରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମିକରା ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ଶ୍ରୀ ହୃସିକେସ ପାଢ଼ୀ ଯୋଗ ଦେଇଥିଲେ ଜ୍ଝ…
Read More...

ଆଗାମୀ ଦିନରେ ଆମରଣ ଅନଶନରେ ବସିବେ ପଦ୍ମପୁର ବିଧାୟକ

( ଚିତରଞ୍ଜନ ସାହୁ) : ବରଗଡ ଜିଲ୍ଲାର ମରୁଡି ପୀଡିତ ପଦ୍ମପୁର ଅଞ୍ଚଳରେ ଫସଲ ବୀମା ପ୍ରଦାନ ଦାବୀ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।ଶନିବାର ଦିନ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିଧିନୀ ଦଳ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ…
Read More...

୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ

( ଜଗନ୍ନାଥ ଅଗ୍ରୱାଲ/ ସୁନିଲ କୁମାର ମହାନ୍ତି) : ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ । ଏହି ବନ୍ଦ ଡକରା ଦେଇଛି ଆଠମଲ୍ଲିକ ବିକାଶ ମଞ୍ଚ । ସେମାନଙ୍କ ଅଞ୍ଚଳରେ ଥିବା ଆଦର୍ଶ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଫଳରେ ଜୀବନ ଯାତ୍ରା ଏକ…
Read More...

କେଉଁଠି ପୂଜା ପାଆନ୍ତି ମହତ୍ମାଗାନ୍ଧୀ , ଆସନ୍ତୁ ଜାଣିବା !

(ମମତା ସାମଲ) : ସମ୍ବଲପୁର ସଦର ମହକୁମାଠାରୁ ପ୍ରାୟ ୫ କିମି ଦୂରତାରେ ରହିଛି ଭତରା ଗ୍ରାମ । ଗ୍ରାମର ଚତୁଃପାଶ୍ୱର୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍ ମନୋରମ । ୬୦ ଦଶକରେ ସମ୍ବଲପୁର ସହରରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା । ଏହି ଭେଦଭାବକୁ ଦୂର କରିବା ପାଇଁ ୧୯୬୩ ମସିହାରେ…
Read More...

ଆଜି ଶ୍ରାବଣ ସୋମବାର , ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭୀଡ

( ମମତା ସାମଲ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ଏହି ମାସରେ ଭଗବାନ ଶିବଙ୍କ ନାମ ଉଚ୍ଚାରଣ ମାତ୍ରେ ଦୂର ହୁଏ ସମସ୍ତ ଦୁଃଖକଷ୍ଟ । ତାଙ୍କର ମହିମା ଗାନ କରି ରୁଦ୍ରାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ବଡି ଭୋରରୁ ବିଭିନ୍ନ…
Read More...

ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଗଂଜାମ ଜିଲ୍ଲା ସେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ରେ ଗୁଳିକାଣ୍ଡ।ଏହି ଗୁଳିକାଣ୍ଡରେ ଯୋଗୀସ୍ଵାଇଁ ନାମକ ଯୁବକ ଗୁରୁତର ଆହତ ହୋଇଛି।ଆହତ ଯୋଗୀଙ୍କୁ ଘଟଣା ସ୍ଥଳରୁ ହିଂଜିଲି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ପରେ ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁର ଏମ୍ କେ ସି ଜି…
Read More...

କୃଷ୍ଣ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

(ମନୋଜ କୁମାର ଦାସ): ଗଂଜାମ ଜିଲ୍ଲା ସେରଗଡ ବ୍ଲକ ଗୋବିନ୍ଦପୁର ଗ୍ରାମର କୃଷ୍ଣ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁ ସେରଗଡ ପୋଲିସ ଦିଗପହଣ୍ଡି ରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦପୁର ଗ୍ରାମର ମିଟୁ , ବଡ଼ ଆଶ୍ଚର୍ୟ୍ୟ ର କଥା ତାଙ୍କୁ ସେଠାରେ ଲୋକେ ବିଭିନ୍ନ…
Read More...

ସହୀଦ ସ୍ତମ୍ଭ ପାଇଁ ତାଳଚେର,କଣିହାଁ ଅଞ୍ଚଳରୁ ମାଟି ସଂଗ୍ରହ

(ମନିଲ କୁମାର ମହାରଣା) : ଭୁବନେଶ୍ୱର ରେ ହେବାକୁ ଥିବା ଓଡିଶା ର ବୃହତମ ସହୀଦ ସ୍ମୃତି ସ୍ତମ୍ଭ ପାଇଁ ଆଜି ତାଳଚେର ଏବଂ କଣିହାଁ ଠାରୁ ପବିତ୍ର ମାଟି ସଂଗୃହିତ କରାଯାଇଛି। ତାଳଚେର ସ୍ଥିତ ସହୀଦ ସ୍ତମ୍ଭ ଓ କଣିହାଁ ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଠାରେ ପବିତ୍ର ମାଟି ସଂଗ୍ରହ କାର୍ୟ୍ୟକ୍ରମ…
Read More...

କିସ୍ ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ-୨୦୨୩

(ଗୋବିନ୍ଦ ଚନ୍ଦ୍ର ପଣ୍ଡ): କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ୍-୨୦୨୩ । ପ୍ରତି ପାଞ୍ଚବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହୋଇଥିବା ବେଳେ ୨୦୨୩ ମସିହାରେ କିଟ୍ ଓ କିସ୍ ଏହା ଆୟୋଜିତ ହେବାକୁ ଯାଇଛି ବୋଲି…
Read More...