ଭାରତ ରାଜନୀତିଗୋଟିିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀReportJanuary 23, 2021 by ReportJanuary 23, 2021026 ଭୁବନେଶ୍ୱର : ଆସନ୍ତାକାଲି ଗୋଟିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି । ଏହା ଜାଣିବା ପରେ ଫିଲ୍ମ ‘ନାୟକ’ କଥା ହୁଏତ ଆପଣଙ୍କ ମନେପଡୁଥିବ, ଯେଉଁଠି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ...
ରାଜନୀତିଜୟ ଶ୍ରୀରାମ ନାରାରେ ରାଗିଲେ ମମତା, ଦେଲେନି ଉଦ୍ବୋଧନReportJanuary 23, 2021 by ReportJanuary 23, 2021018 କୋଲକାତା: କୋଲକାତାର ଭିକ୍ଟୋରିଆ ସ୍ମାରକୀଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଉଦ୍ବୋଧ ଦେବାକୁ ମନା କରିଦେଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଞ୍ଚରେ...
ରାଜନୀତିଦେଶରେ ୪ଟି ରାଜଧାନୀ ପାଇଁ ମମତାଙ୍କ ପ୍ରସ୍ତାବReportJanuary 23, 2021 by ReportJanuary 23, 2021023 କୋଲକାତା: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟ ପୂର୍ବରୁ ହୋଇପାରେ । ମେ ୪ରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଥିବାରୁ ନିର୍ବାଚନ ଏହା ପୂର୍ବରୁ ହେବ । ଏନେଇ ଫେବୃଆରୀ ପ୍ରଥମ...
ରାଜନୀତିକେଟିଆର ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀReportJanuary 23, 2021 by ReportJanuary 23, 2021016 ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସ୍ଥାନ ତାଙ୍କ ପୁଅ କେଟି ରାମାରାଓ ନେବାକୁ ଯାଉଛନ୍ତି । ଶୁକ୍ରବାର ବିଧାସଭା ଉପ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଟି ପଦ୍ମା ରାଓ ଗୌଡା...
ରାଜନୀତିପରାକ୍ରମ ନୁହେଁ ଦେଶ ନାୟକ ଦିବସ: ମମତାReportJanuary 23, 2021 by ReportJanuary 23, 2021018 କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୩ ତାରିଖ, ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଟାର୍ଗେଟ କରି କହିଛନ୍ତି, ପରାକ୍ରମ ଦିବସ କଣ, ଏହା...
ରାଜନୀତିକଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ତିନି ପ୍ରସ୍ତାବକୁ ମଞ୍ଜୁରୀReportJanuary 22, 2021 by ReportJanuary 22, 2021011 ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ବୈଠକରେ ଜାତୀୟ ସ୍ୱାର୍ଥକୁ ନେଇ ତିନୋଟି ବିଷୟରେ ସଂକଳ୍ପ ନିଆଯାଇଛି । ଏହି ତିନି ସଂକଳ୍ପରେ କୃଷକ ଆନ୍ଦୋଳନ, କରୋନା ଟୀକା ଓ ସାମ୍ବାଦିକ ଲିକ...
ରାଜନୀତିପଶ୍ଚିମ ବଙ୍ଗ ସରକାରର ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫାReportJanuary 22, 2021January 22, 2021 by ReportJanuary 22, 2021January 22, 2021019 କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ଆଉ ଏକ ଝଟକା ଲାଗିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମମତା ସରକାରର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ତାଙ୍କ ପଦରୁ...
ରାଜନୀତିନୂଆ ଦଳ ଗଠନ କରି ମମତାଙ୍କୁ ଆବ୍ଦାସ ସିଦ୍ଦିକିଙ୍କ ଝଟକାReportJanuary 21, 2021 by ReportJanuary 21, 2021023 କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) ଓ ଅନ୍ୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ନିର୍ବାଚନ ଯେତିକି ପାଖଉଛି, ଟିଏମସିର ନେତା ଦିଦିଙ୍କୁ...
ରାଜନୀତିପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବିଜେପିReportJanuary 20, 2021 by ReportJanuary 20, 2021021 (କୋଲକାତା): ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଗତକାଲି ଘୋଷଣା କରିଥିଲେ...
ଓଡିଶା ରାଜନୀତିଲଢିବାର ସୁଯୋଗ ମିଳିଲେ ଖୁସି ହେବେ ପ୍ରଦୀପ ମହାରଥୀଙ୍କ ପତ୍ନୀReportJanuary 20, 2021January 20, 2021 by ReportJanuary 20, 2021January 20, 2021039 ପିପିଲି : ଉପନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ଖୁସି ହେବେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଛି ପିପିଲି ବିଧାନସଭା ନିର୍ବାଚନ...