Browsing Category

ବିଶେଷ

ରାଜ୍ୟସଭାକୁ ମନୋନୀତି ହେବେ କି ଧର୍ମେନ୍ଦ୍ର?

ଭୁବନେଶ୍ୱର: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ବ ଦବଦବା ଆଉ ଦଳରେ ନଥିବା ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ଦିଲ୍ଲୀରେ…
Read More...

ବରଯାତ୍ରୀ ନେଇ ଯିବା ବେଳେ ଓଲଟିଲା ମିନିବସ

ଶିମଲା (ରିପୋର୍ଟର୍ସ ଟୁଡେ): ହିମାଚଳ ପ୍ରଦେଶ ସିରମୋରା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ନେଇ ଯାଉଥିବା ଏକ ମିନିବସ ଗଭୀର ଖାଇକୁ ଓଲଟି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ବସରେ ଯାଉଥିବା ୧୨ ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣ ପ୍ରାଣ ହରାଇଛନ୍ତି । ୨ ଜଣ…
Read More...

ଜିଲ୍ଲା ପର୍ଯ୍ୟବେକ୍ଷକ ସତ୍ତ୍ୱେ ନିରାଶ ପ୍ରମିଳା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ସମସ୍ତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି । ୨୬ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରେ ରହିଛି ବିଞ୍ଝାରପୁରରୁ ୩ ଥର ବିଧାୟିକା ହୋଇଥିବା ପ୍ରମିଳା ମଲ୍ଲିକଙ୍କ ନାମ । ପ୍ରମିଳାଙ୍କୁ ଦିଆଯାଇଛି ଖୋର୍ଦ୍ଧାର…
Read More...

ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

ମୁଜାଫରନଗର- ୟୁପିର ମୁଜାଫନଗରରେ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ବ୍ୟକ୍ତି ତୃତୀୟ ବିବାହ କରିବାକୁ ଇଛା କରିବାରୁ ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ । ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବ୍ୟକ୍ତି ଜଣକଙ୍କ ନାମ ବକିଲ ଅହମଦ । ସେ  ତୃତୀୟ…
Read More...

ବାପପୁଅଙ୍କ ସମ୍ପର୍କକୁ ନେଇ ହାଇ କୋର୍ଟଙ୍କ ବଡ ବୟାନ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ସବୁଠୁ ପବିତ୍ର ବାପା ଆଉ ପୁଅର ସମ୍ପର୍କ । ଆଉ ସେହି ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ପୁଅ ସାବାଳକ ଅର୍ଥାତ ତାକୁ ୧୮ ବର୍ଷ ହେବା ପରେ ବି ଗୋଟିଏ ବାପର କର୍ତ୍ତବ୍ୟ ସରିନଥାଏ । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର…
Read More...

ବାପାଙ୍କ ଅଧୁରା ସ୍ୱପ୍ନ ପୂରା କରିପାରିବେ ରୁଦ୍ର!

ଭୁବନେଶ୍ୱର/ରାଜେଶ ସାହୁ: ବହୁ ଆଡମ୍ବରେ ଲଘୁକ୍ରୀୟା । ବହୁ ଆଡମ୍ବରରେ ଚାଲିଥିଲା ପିପିଲି ଉପନିର୍ବାଚନ ପାଇଁ ପ୍ରଚାର । ସବୁ ଦଳରୁ ବଡବଡ ଟାଣୁଆ ନେତାଙ୍କ ପିପିଲିକୁ ଛୁଟିଥିଲା ଧାଡି । ପ୍ରଚାର ଗାଡି ଗର୍ଜନରେ ଗଗନ ପବନ ହେଉଥିଲା ପ୍ରକମ୍ପିତ । ଶାସକ ଦଳ ପିପିଲିକୁ ପୁଣି ହାତେଇବାକୁ…
Read More...

ଓଡିଶାରେ ବିଜେପି ଚଳାଇଛି ବଙ୍ଗ ଫର୍ମୁଲା!

ଭୁବନେଶ୍ୱର/ ରାଜେଶ ସାହୁ: ଗୋଟିଏ ପୋଷ୍ଟକୁ ନେଇ ଓଡିଶା ରାଜନୀତିରେ ହଇଚଇ । ବିଜେପି ପ୍ରାର୍ଥୀ ଚନ୍ଦ୍ରାଣୀଙ୍କ ବିଜୟରେ ବିଜେଡି ସାଂସଦଙ୍କ ପୋଷ୍ଟ ଏବେ ଚର୍ଚ୍ଚାରେ । ସାଂସଦ ଏବେ ବୈଜୟନ୍ତଙ୍କ ପଥର ପଥିକ ବୋଲି ଚାଲିଛି ଚର୍ଚ୍ଚା । ବୁଝି ପାରିଲେ କି ଆମେ କାହା କଥା କହୁଛୁ? ଆମେ କହୁଛୁ…
Read More...

ରାଜଧାନୀରେ ପୁଲିସ ପ୍ରୋତ୍ସାହନାରେ ଚାଲିଛି ଧଳା ଜହର କାରବାର

ଭୁବନେଶ୍ୱର: ରାଜଧାନୀରେ ଧଳା ଜହର କାରବାର । ଖୁଲମ ଖୁଲା ଚାଲିଛି ଏହି କାରବାର । ପୁଲିସ ସବୁ ଜାଣି ଅଜଣା ଚାଉଳ ଭାତ ଖାଉଛି । ଏପରି ଘଟୁଛି ସହିଦ ନଗର ଥାନା ଅଧୀନରେ । ସହିଦ ନଗର ଥାନା ଅଧିକାରୀଙ୍କ ନାକ ତଳେ, ତାଙ୍କ ଜ୍ଞାତସାରରେ ଧଳା ଜହର କାରବାର ସେକେଣ୍ଡ ପୋଷ୍ଟାଲ କଲୋନୀ ନିକଟରେ ଚାଲିଛି…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

ଭୁବନେଶ୍ୱର/ ଶିଳାସ୍ମିତା ରାୟ: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ହଜାରରୁ ତଳକୁ ଖସୁନାହିଁ । କରୋନାର ଏହି ଉଗ୍ର ରୂପକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାରମ୍ବାର ଘରେ ସୁରକ୍ଷିତ ରହିବାକୁ ଅପିଲ କରୁଛନ୍ତି । ରାଜ୍ୟର ସମସ୍ତ ଧର୍ମୀୟ, ସାଧାରଣ, ସାଂସ୍କୃତିକ ଓ…
Read More...

ଆଗେ ଘର ସମ୍ଭାଳ, ପଛେ ପର କଥା

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବର୍ତ୍ତମାନ ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ରାଜ୍ୟ ଅକ୍ସିଜେନ ପ୍ରସ୍ତୁତିରେ ଆଗରେ ରହିଛି । ରାଜ୍ୟର ଆବଶ୍ୟକତାଠୁ ଅଧିକ ଅକ୍ସିଜେନ ଆମ ପାଖରେ ରହିଛି । ତେଣୁ ଓଡିଶା ଦିଲ୍ଲୀ, ମହାରାଷ୍ଟ୍ର ଆଦି ଅକ୍ସିଜେନର ଉତ୍କଟ ଅଭାବ ଥିବା ରାଜ୍ୟକୁ ଅକ୍ସିଜେନ ଯୋଗାଇ…
Read More...