ଖେଳତଳକୁ ଖସିଲେ କୋହଲୀReportApril 14, 2021April 14, 2021 by ReportApril 14, 2021April 14, 2021026 ଦୁବାଇ: ଆଇସିସି ର୍ୟାକିଙ୍ଗରେ ଗୋଟିଏ ପାଦ ତଳକୁ ଖସିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲୀ । ବିରାଟଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନୀ କ୍ରିକେଟର ବାବର ଆଜମ ।
ଖେଳଆଇପିଏଲରୁ ବାଦ୍ ପଡିଲେ ଷ୍ଟୋକ୍ସReportApril 14, 2021 by ReportApril 14, 2021017 ଜୟପୁର: ଚଳିତ ଆଇପିଏଲ ସିଜନ ରାଜସ୍ଥାନ ରୋୟଲ୍ସ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି । ଦଳର ମୁଖ୍ୟ ଖେଳାଳୀ ବେନ ଷ୍ଟୋକ୍ସ ଚଳିତ ଆଇପିଏଲ ସିଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍
ଖେଳଭୁବିଙ୍କୁ ସର୍ବଶ୍ରେଷ୍ଠ ଖେଳାଳୀ ସମ୍ମାନReportApril 13, 2021 by ReportApril 13, 2021015 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଦନିକିଆ ଏବଂ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଭୁବିଙ୍କୁ ମିଳିଛି ବହୁମୂଲ୍ୟ ପୁରସ୍କାର । ସ୍ୱିଙ୍ଗ୍ର ରାଜକୁମାର କୁହାଯାଉଥିବା ଏହି ଦ୍ରୁତ ବୋଲରଙ୍କୁ ମାସର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ
ଖେଳଆଇପିଏଲ ମହାସମରରେ ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲାReportApril 12, 2021 by ReportApril 12, 2021015 ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ । ଉଭୟ ଦଳରେ ବିସ୍ଫୋରକ ଖେଳାଳୀ ମାନଙ୍କର ରହିଛି ଲମ୍ବା ଲାଇନ, ତେଣୁ ଆଜିର ମ୍ୟାଚ ନିଶ୍ଚୟ
ଖେଳଆଜି ଆଇପିଏଲରେ କୋଲକାତା-ହାଇଦ୍ରାବାଦ ମୁକାବଲାReportApril 11, 2021 by ReportApril 11, 2021027 ଚେନ୍ନାଇ: ଆଇପିଏଲ ସିଜନ ୧୪ର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଗତବର୍ଷ ଯଥାକ୍ରମେ ପଞ୍ଚମ ଓ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ
ଖେଳଫାଇନାଲ ମ୍ୟାଚରେ ଦୁଇ ଦଳ ହେଲେ ମୁହାଁମୁହିଁReportApril 11, 2021 by ReportApril 11, 2021010 (ଜୟନ୍ତ କୁମାର ସେଠୀ / ଗୋପ) ; ଗତ ମାର୍ଚ୍ଚ ମାସ ୨୪ ତାରିଖ ଠାରୁ କାକଟପୁର, ଅସ୍ତରଙ୍ଗ, ଗୋପ ଓ କୋଣାର୍କ ର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ରୁ ପିଲାଙ୍କୁ ନେଇ
ଓଡିଶା ଖେଳଦୌଡ ରାଣୀ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’ReportApril 10, 2021 by ReportApril 10, 2021024 (ଭୁବନେଶ୍ୱର) : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୌଡରାଣୀ ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’ । ଏ ନେଇ ଛତିଶଗଡ଼ ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
ଖେଳଆଜି ମଇଦାନରେ ଗୁରୁଙ୍କୁ ଭେଟିବେ ଋଷଭ ପନ୍ତ ।ReportApril 10, 2021 by ReportApril 10, 2021012 ଭୁବନେଶ୍ୱର: ଚଳିତ ଆଇପିଏଲ ସଂସ୍କରଣର ଦ୍ୱତୀୟ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ । ଆହତ ସମସ୍ୟାରେ ଦଳରୁ ବାଦ୍ ପଡିଥିବା ଶ୍ରେୟସ ଅୟରଙ୍କ ସ୍ଥାନରେ ଅଧିନାୟକ ପଦ ସମ୍ଭାଳିବେ
ରାଜନୀତି ଓଡିଶା ଖେଳବିଜେଡିକୁ ବିରୋଧ କରୁଛନ୍ତି କି ଦୂତୀ ?ReportApril 8, 2021 by ReportApril 8, 2021032 (ଭୁବନେଶ୍ବର) : ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି ପ୍ରସିଦ୍ଧ ଦୌଡ଼ି ରାଣୀ ଦୂତୀ ଚାନ୍ଦ । କେତେବେଳେ ନିଜର ନୂଆ ଗାଡି ପାଇଁ ତ କେତେବେଳେ ଅର୍ଜୁନ ପୁରସ୍କାର ପାଇଁ ସୋସିଆଲ ମିଡିଆରେ
ଖେଳହସ୍ପିଟାଲରୁ ଫେରିଲେ ସଚିନ ତେନ୍ଦୁଲକରReportApril 8, 2021 by ReportApril 8, 2021021 (ନୂଆଦିଲ୍ଲୀ) : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଜି ହସ୍ପିଟାଲରୁ ଫେରିଛନ୍ତି । ତାଙ୍କୁ ୨ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେ କିଛି ଦିନ ଘରେ ରହିବେ । ଇଣ୍ଡିଆ