Browsing Category

ଖେଳ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି | ଦୀର୍ଘ ଦିନରୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚା ଲାଗିରହିଥିଲା | କିନ୍ତୁ ଏବେ ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ହାତଗଣ୍ଠି ପଡ଼ିଛି । ଆଉ ତାଙ୍କ ପ୍ରେମ ସମ୍ପର୍କ…
Read More...

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ନୂଆଦିଲ୍ଲୀ : ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ମହାକାଳ ମନ୍ଦିର…
Read More...

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ; ସ୍ଥାନ ପାଇଲେନି ବାବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ…
Read More...

ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ ଉଦିତ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ସିଙ୍ଗର ଉଦିତ୍ ନାରାୟଣ । ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ ଉଦିତ୍ । ଏହି ସାକ୍ଷାତକାର ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଉଦିତ ନାରାୟଣଙ୍କ ସହ ତାଙ୍କର ଧର୍ମ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ…
Read More...

୧୦୯ ରନର ସହଜ ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ବିଜୟ ହାସଲ କରିଛି ଭାରତ

ରାୟପୁର : ଦ୍ୱିତିୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଏକତରଫା ହରାଇଲା ଭାରତ । କିୱି ଦଳକୁ ୧ୱିକେଟରେ ହରାଇ ରୋହିତ ବାହିନୀର ବଡ ବିଜୟ । ୧୦୯ ରନର ସହଜ ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ହାସଲ କରିଛି ସଫଳତା । ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳର ନୈରାଶ୍ୟଜନକ ବ୍ୟାଟିଂ…
Read More...

ଆହତ ଜନିତ ସମସ୍ୟାକୁ ନେଇ ବାଦ ପଡିଲେ ହାର୍ଦ୍ଦିକ ସିଂ

ନୂଆ ଦିଲ୍ଲୀ : ହକି ଟିମ୍ ରୁ ବାଦ ପଡିଲେ ହାର୍ଦ୍ଦିକ ସିଂ । ଭାରତୀୟ ହକି ଟିମ୍‌କୁ ଲାଗିଛି ବଡ ଝଟକା । ଓଡ଼ିଶାରେ ଚାଲିଥିବା ଚଳିତ ବିଶ୍ୱକପ୍‌ ହକିରେ ଆସନ୍ତାକାଲି ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ରସ୍‌ଓଭର ମ୍ୟାଚ୍ ଖେଳିବାକୁ ଥିବା ବେଳେ ଆସିଛି ଖରାପ ଖବର। ଦଳରୁ ବାଦ୍…
Read More...

କଳିଙ୍ଗରେ ଭାରତର ବିଜୟ : ପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗରେ ଭାରତର ବିଜୟ | ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥଇବା ବେଳେ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ…
Read More...

ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ରହିଛି ଉଲ୍ଲେଖ

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ତାଙ୍କ ମଥାରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଏହି…
Read More...

ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି…

ଭୁବନେଶ୍ୱର : ତାମିଲନାଡୁର ଯୁବ କଲ୍ୟାଣ ତଥା କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣକୁ ଦୃଷ୍ଟିରେ ରଖି ହକି ବିଶ୍ୱକପ ୨୦୨୩ ପାଇଁ ଓଡିଶାରେ ପହଞ୍ଚିଛନ୍ତି |ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଭୁବନେଶ୍ୱରରେ ପହଞ୍ଚିବା ପରେ…
Read More...

ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଡେଲିମ

ଭୁବନେଶ୍ୱର: ହକିବିଶ୍ୱକପକୁ ନେଇ ସଜେଇ ହୋଇଛି ଟ୍ୱନ୍ ସିର୍ଟି ଭୁବନେଶ୍ୱର । ରଙ୍ଗ ବେରଙ୍ଗର ଲାଇଟରେ ଝକମକ କରୁଛି ରାଜରାସ୍ତା । କଥାରେ ଅଛି ଭାରତବାସୀ ଭାରି ସାହାସୀ । ଭାରତରେ ଖେଳ ହେଉ କି, କିଛି କାର୍ଯ୍ୟକ୍ରମ ସବୁଥିରେ ଆଗଭୋର ହୋଇ ନିଷ୍ଠାର ସହ କାମ କରନ୍ତି ଭାରତୀୟ ମାନେ । ଓଡିଶରେ…
Read More...