Browsing Category
Uncategorized
ନୌସେନାରେ ସାମିଲ ହେଲା କଲବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ
ମୁମ୍ବାଇ: ଆଇଏନଏସ୍ ୱାଗିରକୁ ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଆଇଏନଏସ୍ ୱାଗିର ନୌସେନାର ଆଇଏସଆର୍ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ମୁମ୍ବାଇସ୍ଥିତ ଫରାସୀ ବୈଷୟିକ ଜ୍ଞାନକୌଶଳରେ ମାଜାଗାଓଁ ଡକ୍ ସିପବିଲଡର୍ସ…
Read More...
Read More...
ଦଳରୁ ନିଲମ୍ବନ ହେଲେ ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି
ଭବାନୀପାଟଣା : ନିଲମ୍ବନ ହେଲେ ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ। ଅତ୍ୟଧିକ ଦୁର୍ନୀତି ସହ ସଂପୃକ୍ତ ରହିବା ଓ ଦଳ ବିରୋଧି ଜନବିରୋଧି କାର୍ୟ୍ୟରେ ଲିପ୍ତ ରହିବା ପ୍ରମାଣିତ ହେବା ଅଭିଯୋଗରେ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ…
Read More...
Read More...
୧୦୮ ମହିଳା ସେନା ଅଧିକାରୀ କର୍ଣ୍ଣେଲ୍ ପାହ୍ୟାକୁ ପଦୋନ୍ନତି ପାଇବେ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ରୁ କର୍ଣ୍ଣେଲ୍ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍ ସିଲେକସନ୍ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି । ମହିଳା ଅଧିକାରୀମାନଙ୍କୁ ସେନାର ପୁରୁଷ ଅଧିକାରୀମାନଙ୍କ ସହିତ…
Read More...
Read More...
ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର : ଓବିସି ସଂରକ୍ଷଣ ପ୍ରସଙ୍ଗ । ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ଓବିସି ମୋର୍ଚ୍ଚା । ଓବିସି ସର୍ଭେ କାହିଁକି ରାଜ୍ୟରେ ହେଉନାହିଁ । ଓବିସି କମିଶନଙ୍କ ପାଖରେ ୪ ଥର ଅଭିଯୋଗ କରିଛି ବିଜେପି । କମିଶନ ନିଜର ଅକ୍ଷମତା…
Read More...
Read More...
ଗୁଜରାଟ ମଡେଲକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି
ଭୁବନେଶ୍ୱର : ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆସନ୍ତା ୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ । ଗୁଜରାଟ ମଡେଲକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି । ଆଉ ବିଜେପି ଅଧିକରୁ ଅଧିକ ଆସନ…
Read More...
Read More...
୪୯ ଅଂଶଧନ ବିକ୍ରି କରିବାକୁ ଆଗ୍ରହୀ ବିଡରଙ୍କୁ ଆମନ୍ତ୍ରଣ
ଭୁବନେଶ୍ବର : ରାଜ୍ୟ ସରକାର ଓଡ଼ିଶା ପାୱାର ଜେନେରେସନ କର୍ପୋରେସନରୁ ପୁଞ୍ଜି ପ୍ରତ୍ୟାହାର କରିବେ । ୪୯ ଅଂଶଧନ ବିକ୍ରି କରିବାକୁ ଆଗ୍ରହୀ ବିଡରଙ୍କୁ ଆମନ୍ତ୍ରଣ କରିଛନ୍ତି ସରକାର । ତାପଜ ବିଦ୍ୟୁତ କେନ୍ଦ୍ର ପରିଚାଳନାରେ ଅଭିଜ୍ଞ ତଥା ବୈଷୟିକ ଜ୍ଞାନ ଏବଂ ଆର୍ଥିକ ଭାବେ ସୁଦୃଢ଼ ଯେକୌଣସି…
Read More...
Read More...
ସାମାନ୍ୟ ବଚସାକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ
ଭୁବନେଶ୍ୱର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ସାଲିଆ ସାହିର ଆଦିବାସୀ ସାହିରେ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ସାଲିଆ ସାହିର ସୁଶୀଲ ହେମ୍ବ୍ରମ ହୋଇଥିବା ଜଣାପଡିଛି । ସାମନ୍ୟ ବଚସାକୁ ନେଇ ଦୁଇ ପରିବାର ଭିତରେ ହୋଇଥିଲା ଖଣ୍ଡଯୁଦ୍ଧ । ସେମାନଙ୍କ ଭିତରୁ ଗୁରୁତର ଅବସ୍ଥାରେ ୨ ଜଣ…
Read More...
Read More...
ଫେବୃଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବୃଆରୀ ୧ ତାରିଖରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ । ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୁରଣ ଦିଗରେ କୁଆନସୀ ପଦକ୍ଷେପ…
Read More...
Read More...
ନବୀନ ନିବସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ
ଭୁବନେଶ୍ବର : ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି…
Read More...
Read More...
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ଜାପାନ ହକି ଟିମ
ଭୁବନେଶ୍ୱର : ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ଜାପାନ ହକି ଟିମ । ଟିମରେ ଅଛନ୍ତି ଅଧିନାୟକ ସେରେନ ଟାନାକା । ପୁଲ୍ ବି'ରେ ଜାପାନ ସହିତ ବେଲଜିୟମ, ଜର୍ମାନୀ କୋରିଆ ରହିଛନ୍ତି । ପୁଲ ବି ରେ ଥିବା ଚାରୋଟି ଦଳ ମଧରୁ ଜର୍ମାନୀ ଦୁଇଥର ଟାଇଟଲ…
Read More...
Read More...