ବିଶ୍ୱହାଫିଜର ୩ ଆତଙ୍କୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶReportJanuary 23, 2021 by ReportJanuary 23, 2021012 ଇସଲାମବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ୩ଜଣ ସହଯୋଗୀଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜମାତ-ଉଦ-ଦାୱା ଆତଙ୍କବାଦୀ ସଂଗଠନର ଏହି ୩ ଜଣ...
ବିଶ୍ୱକୋଭିଡ ଲଢେଇରେ ଭାରତର ସହଯୋଗ ପାଇଁ ଡବ୍ଲୁଏଚଓ ମୁଖ୍ୟଙ୍କ ପ୍ରଶଂସାReportJanuary 23, 2021 by ReportJanuary 23, 202107 ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗେବ୍ରେୟେସସ୍ ଶନିବାର ବିଶ୍ୱ ମହାମାରୀ ବିରୋଧ ଯୁଦ୍ଧରେ ଭାରତର ସହଯୋଗ ପାଇଁ ଭାରତ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।...
ବିଶ୍ୱବାଇଡେନଙ୍କ ଶପଥ ଗ୍ରହଣ ପରେ ୧୫୦ ସୁରକ୍ଷା କର୍ମୀ କରୋନା ଆକ୍ରାନ୍ତReportJanuary 23, 2021January 23, 2021 by ReportJanuary 23, 2021January 23, 2021016 ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହିଂସା ଆଶଙ୍କାରେ କ୍ୟ।।ପିଟାଲ ହିଲକୁ ସଟଡାଉନ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଶପଥ...
ବିଶ୍ୱବାଗଦାଦ ଆତ୍ମଘାତୀ ଆକ୍ରମଣ ପଛରେ ଇସଲାମିକ ଷ୍ଟେଟର ହାତReportJanuary 22, 2021 by ReportJanuary 22, 2021022 ଇସଲାମବାଦ: ଇରାକର ରାଜଧାନୀ ବାଗଦାଦରେ ହୋଇଥିବା ଦୁଇ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି । ଗୁରୁବାର ସେଣ୍ଟାଲ ବାଗଦାଦରେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକଙ୍କ...
ବିଶ୍ୱଜାପାନରେ ବୃଦ୍ଧିପାଇଛି ଆତ୍ମହତ୍ୟା: ୨୦୨୦ରେ ୨୧ ହଜାର ଲୋକ ନେଇଛନ୍ତି ନିଜ ଜୀବନReportJanuary 22, 2021 by ReportJanuary 22, 2021028 ଟୋକିଓ: ଜାପାନରେ ୨୦୨୦ରେ ଆତ୍ମହତ୍ୟା ସଂଖ୍ୟା ରେକର୍ଡ ସୃଷ୍ଟି କରିଛି । ୨୦୦୯ ପରଠାରୁ ଦେଶରେ ହୋଇଥିବା ଆତ୍ମହତ୍ୟାର ସମସ୍ତ ରେକର୍ଡ ଭାଙ୍ଗିଛି ୨୦୨୦ର ରେକର୍ଡ । ଏନେଇ ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...
ବିଶ୍ୱୟୁକ୍ରେନ ନର୍ସିଂହୋମରେ ଅଗ୍ନିକାଣ୍ଡ, ୧୫ ଜଣଙ୍କ ମୃତ୍ୟୁReportJanuary 22, 2021 by ReportJanuary 22, 2021019 (କ୍ୱିଭ): ୟୁକ୍ରେନର ଖାର୍କିବ ସହରରେ ଥିବା ଏକ ନର୍ସିଂହୋମରେ ଗୁୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୫ ଜଣଙ୍କ ମୃତ୍ୟୂ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ହସ୍ପିଟାଲରେ...
ବିଶ୍ୱପୁଣି ଥରେ ‘ହୁ’ ରେ ସାମିଲ ହେବ ଆମେରିକାReportJanuary 21, 2021 by ReportJanuary 21, 2021020 ୱାଶିଂଟନ : ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହେବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ଚାଲିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାର ପ୍ର୍ରଥମ ଦିନରେ ‘ହୁ’ରେ ସାମିଳ ହେବାକୁ ନିଷ୍ପତି...
ବିଶ୍ୱଇରାକରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ: ୨୦ ମୃତReportJanuary 21, 2021 by ReportJanuary 21, 2021013 ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଦୁଇଟି ବିସ୍ଫୋରଣ । ବିଭିନ୍ନ ସ୍ଥାନରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଗଦାଦର ତାୟାରାନ...
ବିଶ୍ୱଶାହିନ-୩ ମିସାଇଲର ପରୀକ୍ଷଣକୁ ନେଇ ବିବାଦReportJanuary 21, 2021 by ReportJanuary 21, 2021020 ଇସଲାମବାଦ: ପାକିସ୍ତାନ ବାଲାଷ୍ଟିକ୍ ମିସାଇଲ୍ ଶାହିନ-୩ର ସଫଳ ପରୀକ୍ଷଣ କରିଛି। ପରୀକ୍ଷଣର ସଫଳତା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ପରୀକ୍ଷଣ ସଫଳ ହୋଇଥିଲେ ମଧ୍ୟ ମିଶାଇଲ ପରୀକ୍ଷଣବେଳେ ବହୁ...
ବିଶ୍ୱସ୍ପେନର ରାଜଧାନୀରେ ଅଗ୍ନିକାଣ୍ଡ: ଦୁଇ ମୃତReportJanuary 21, 2021 by ReportJanuary 21, 2021017 ମାଡ୍ରିଡ: ସ୍ପେନର ରାଜଧାନୀ ମାଡ୍ରିଡରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଥରି ଉଠିଥିଲା ମାଡ୍ରିଡ ସହର । ରାଜଧାନୀର ଏକ କୋଠାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ...