ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ବାରେଣ୍ଟାଇନରେ

0

 

(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)କରନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ହେଂମତ ସୋରେନ ହୋମେ କ୍ବାରେଣ୍ଟାଇନରେ ସ ମୁଖ୍ୟମନ୍ତ୍ରୀ ଏହି ୨ ମନ୍ତ୍ରୀଙ୍କ ସଂସ୍ପଶରେ ଆସିଥିବାରୁ ନିଜକୁ କୋବିଦ ୧୯ ର ସମସ୍ତ ଗାଇଡଲାଇନ ମାନି ନିଜକୁ ଡୁରରଖି କ୍ବାରେଣ୍ଟାଇନରେ ଅଛନ୍ତି। ଝାଡଖଣ୍ଡର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଏବଂ ବିଧାୟକ ମଥୁରା ପ୍ରସାଦ ମହାତୋ କରୋନା ଭୂତାଣୁ ସଂକ୍ରମିତ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ ହୋମକ୍ବାରେଣ୍ଟାଇନରେ