ସିଙ୍ଗଝର ପଂଚାୟତରେ ସଫେଇ କାର୍ଯ୍ୟକ୍ରମ

0

ନୂଆପଡା / ରଘୁ ନାଗ :ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକି ଅମୃତ ମହୋତ୍ସବରେ ସଫେଇ କାର୍ୟ୍ୟକ୍ରମ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା କୁ ସଫଳ କରିବା ଲକ୍ଷ୍ୟରେ ଏହି କାର୍ୟ୍ୟକ୍ରମ କରାଯାଇଛି । ନୂଆପଡା ଜିଲ୍ଲା ସିଙ୍ଗଝର ରେ ସ୍ଥାନୀୟ ସରପଞ୍ଚ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି ଏହି କାର୍ୟ୍ୟକ୍ରମ । ସିଙ୍ଗଝର ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସମେତ ସିଙ୍ଗଝର ଗାଁର ବିଭିନ୍ନ ସ୍ଥାନରେ ସଫେଇ କାର୍ୟ୍ୟକ୍ରମ ହୋଇଥିଲା । ସ୍ଵଛ ଭାରତ ମିଶନ କୁ ସଫଳ କରିବା ନେଇ ସ୍ୱଛତା ରଖିବା ନେଇ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।