ହଂସତୁଳୀରେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ

0

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳୀ ଗ୍ରାମରେ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ସଫେଲ ସାମଗ୍ରୀ ଧରି ଗ୍ରାମରେ ସ୍ୱଛତା ସମ୍ପର୍କିତ ସଚେତନତା ସୃଷ୍ଟି କରି ନିଜେ ମଧ୍ୟ ସଫେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଏହି ସ୍ୱଛତା ଅଭିଯାନରେ ତାଳସର ଗ୍ରାମ ପଞ୍ଚାୟତର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ପିଇଓ ରାଜେନ୍ଦ୍ର କୁମାର ନାୟକ,ରଙ୍କ ସାହୁ, ରମେଶ ମଣ୍ଡଳଙ୍କ ସମେତ ବିଭିନ୍ନ ଗ୍ରୁପ ର ସଦସ୍ୟ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି ।