କୋସଳ କଳାମଣ୍ଡଳ ପଡିଆ ଠାରୁ ବାହାରିଛି ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା

0

ବଲାଙ୍ଗୀର (ଜଗନ୍ନାଥ ଧରୁଆ):-୧୯୪୯ ମସିହା ନଭେମ୍ୱର ୧ ତାରିଖ ବଲାଙ୍ଗୀର ଜିଲ୍ଲାର ଗଠନ ହୋଇଥିଲା । ତେଣୁ ଗତବର୍ଷ ଠାରୁ ବଲାଙ୍ଗୀର ଦିନ ଆୟୋଜକ କମିଟି ତରଫରୁ ବଲାଙ୍ଗୀର ଦିନ ପାଳନ କରାଯାଉଛି । କୋସଳ କଳାମଣ୍ଡଳ ପଡିଆ ଠାରୁ ବାହାରିଛି ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ।